Month: October 2023

ମିଛ ପୋଲିସ ଅଫିସର ହୋଇ ୨ ବର୍ଷ ଧରି ସତ ପୋଲିସଙ୍କୁ ଦେଉଥିଲା ଧୋକା

ରାଜସ୍ଥାନ: କୁହାଯାଏ ଯେ, ସତ କେବେ ଲୁଚି ରହେନା । ବିଳମ୍ବରେ ହେଉ ପଛେ କିନ୍ତୁ ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜାସ୍ଥାନ ବାସିନ୍ଧା ମୋନା ବୁଗାଲିଆଙ୍କ କ୍ଷେତ୍ରରେ ।…

‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ଜାତକ ବାହାନାରେ ଜ୍ୟୋତିଷ ପାଖକୁ ଗଲେ ଦୁଇ ଯୁବକ, ନିଶା ଦେଇ ଘରେ ବୁଲାଇଲେ କଳାକନା

ପ୍ରେମିକା ନାରାଜ ଥିବାରୁ ଜାତକ ଦେଖାଇବାକୁ ଜ୍ୟୋତିଷଙ୍କ ଶରଣ ପଶିଲେ ଯୁବକ । ଜ୍ୟୋତିଷ ତାଙ୍କ ଜାତକ ଦେଖିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଯୁବକଜଣକ କୋଲ୍ଡ ଡ୍ରିଙ୍କ୍ସରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ଏହାପରେ ଜ୍ୟୋତିଷଜଣକ…

ବାଣ କାରଖାନାରେ ବିସ୍ଫୋରଣ, ଚାଲିଗଲା ୪ଜଣଙ୍କ ଜୀବନ

ତାମିଲନାଡୁ: ଜଳିଗଲା ବାଣ କାରଖାନା । ଚାଲିଗଲା ୪ଜଣଙ୍କ ଜୀବନ । ବାଣ ଭିଡୁଥିବା ବେଳେ ବାଣ କାରଖାନାରେ ଘଟିଲା ବିସ୍ଫୋରଣ । ତାମିଲନାଡୁର ନାଗାପାଟ୍ଟିନାମ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଆହତ ମାନଙ୍କ ସଂଖ୍ୟା ଜଣାପଡିନଥିବା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କଲେ ଭ୍ଲଦିମିର୍‌ ପୁଟିନ୍‌

ନୂଆଦିଲ୍ଲୀ: ଖୁବ୍‌ ଜ୍ଞାନୀ ବ୍ୟକ୍ତି ବୋଲି କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି। ରୁଷୀୟ ‘ନିଉଜ୍‌ ପ୍ଲାଟ୍‌ଫର୍ମ’ ‘ଆର୍‌.ଟି. ନିଉଜ୍‌’ ସେୟାର୍‌ କରିଥିବା ଭିଡିଓରେ…

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି ଗଠନ ପାଇଁ ଦାବି

ରାଜ୍ୟରେ ଆଉ ୫୮ଟି ନୂଆ ଏନଏଏସି(ବିଜ୍ଞାପିତ ଅଂଚଳ ପରିଷଦ) ଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ମିଳିଛି । ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି(ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସି)ର ପ୍ରାବଧାନ ଅନୁସାରେ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା ନିମନ୍ତେ…

ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭରଙ୍କ ମୃତ୍ୟୁ

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଜଣେ ଆରଟିଓ ଡ୍ରାଇଭରଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ମୃତକ ହେଲେ ଦିଲୀପ ନାୟକ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେ ଡ୍ୟୁଟି ସାରି…

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ…

ଶିକ୍ଷୟିତ୍ରୀଙ୍କୁ ଡାକି ବଳାତ୍କାର କଲେ ଘରୋଇ ସ୍କୁଲ ମାଲିକ, ବାନ୍ଧିଲା ପୁଲିସ୍

କାମ ବାହାନାରେ ଶିକ୍ଷକଙ୍କୁ ନିଜ ଚାମ୍ବରକୁ ଡାକିଲେ ଘରୋଇ ସ୍କୁଲ ମାଲିକ । ଆଉ ଏକୁଟିଆ ପାଇ ବଳାତ୍କାର କଲେ। ଏହାର ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏପରି ଏକ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି…