Month: October 2023

ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି…

ହମାସ ଦଖଲରେ ଥିବା ଅଞ୍ଚଳକୁ ପୁଣି ନିୟନ୍ତ୍ରଣକୁ ନେଲା ଇସ୍ରାଏଲ

ଜେରୁଜେଲମ୍ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ। ଅତିର୍କିତ ରକେଟ ଆଟାକ ପରେ ଗାଜା ଦେଇ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତର ଅନେକ ସହରରେ ହମାସ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ସେମାନେ…

ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ…

ରଙ୍ଗ୍ ରୁଟରେ ଡ୍ରାଇଭିଂ କରି ୨୦୧ଟି ବାଇକ ଜବତ

ଭୁବନେଶ୍ବର: ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ନିର୍ଦ୍ଦେଶ କ୍ରମେ ଗତ ୦୭ ଏବଂ ୦୮ ତାରିଖରେ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ରାଇଭ…

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ : ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ଦିନ ହେଲା…

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଛାତ୍ର ମୃତ୍ୟୁ ଘଟଣାର ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ବାଲେଶ୍ଵର: ଶିକ୍ଷକଙ୍କ ଗୋଇଠା ମାଡ଼ରେ ଚାଲିଗଲା ୧୫ବର୍ଷ ଛାତ୍ରର ଜୀବନ । ଘଟଣାଟି ଶୁଣିଲା ବେଳକୁ ଛାତି ଥରି ଉଠୁଛି । ଜଣେ ଶିକ୍ଷକ ଏତେ ନିଷ୍ଠୁର କେମିତି ହୋଇପାରିବ । ନିଜ ଛାତ୍ରକୁ ଏମିତି ଗୋଇଠା ମାରିବାକୁ ତାଙ୍କ ଗୋଡ…

ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ

ନୂଆଦିଲ୍ଲୀ : ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ ପରିସ୍ଥିତିରୁ…

ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରରେ ଅବକାରୀ ବିଭାଗ ଚଢାଉ

ଭୁବନେଶ୍ବର: ଆସୁଛି ପାର୍ବଣ । ଏହାପୂର୍ବରୁ ସହରରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସମୟରେ ହତ୍ୟା, ରାହାଜାନୀ, ଲୁଟପାଟ୍ ର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ବେଶ୍ ତତ୍ପର ହୋଇଉଠିଛି କମିଶନରେଟ୍…

ଏଆଇ ଗର୍ଲଫ୍ରେଣ୍ଡ ପ୍ରେମରେ ପାଗଳ ଆମେରିକା ଯୁବପିଢ଼ି, ସଂକ୍ରମଣ କରୁଛି ନିଃସଙ୍ଗତା!

ଦୈନନ୍ଦିନ କାର୍ଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଛି। ବିଜ୍ଞାନର ଏହି ଆବିଷ୍କାର ମାନବ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରିପାରିଛି। ଏହାରି ମଧ୍ୟରେ ଆମେରିକାରେ ଏଆଇ ବ୍ୟବହାରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ଆମେରିକା ଯୁବପିଢ଼ି…

ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା

କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ…