Month: October 2023

ଆପ ନେତା ଅମାନତୁଲ୍ଲା ଖାନଙ୍କ ଘରେ ଇଡିର ଚଢ଼ାଉ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ) ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ଇଡି ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ କରିଛି। ଗତ ବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଆସିଥିବା…

ସମାଧାନ ପ୍ରୟାସକୁ ଜଟିଳ କରୁଛି ଆମେରିକା, ଇସ୍ରାଏଲ-ହାମାସ ଲଢ଼େଇକୁ ନେଇ ଏଭଳି କହିଲା ଋଷ

ନୂଆଦିଲ୍ଲୀ: ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ଦେଶ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | କିନ୍ତୁ ଏହି ଯୁଦ୍ଧ ସମ୍ପର୍କରେ ଋଷ କୌଣସି ବିବୃତ୍ତି ଦେଇ ନଥିଲା, ଏହା ପରେ ଚର୍ଚ୍ଚା ଜୋର…

ବଡ ବଙ୍ଗଳା ଖାଲି କରିବାକୁ ଚାହୁନାହାନ୍ତି ରାଘବ, ପଟିଆଲା କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ଆପ ନେତା

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ସରକାରୀ ବଙ୍ଗଳା ଯେଭଳି ହାତଛଡା ନ ହୋଇଯିବ ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି | ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭…

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ ଲାଗୁ

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ। ଆସନ୍ତାକାଲି ଠାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନ କରାଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ…

ମୋ ବସ୍‌ ଯାତ୍ରୀଙ୍କ ଠାରୁ ୨୦ ହଜାର ଲୁଟ୍

କଟକ : ବଢ଼ୁଛି ଲୁଟେରାଙ୍କ ଉପଦ୍ରବ । ମୋ ବସ୍‌ରେ ପୁଣି ଲୁଟ୍ ହୋଇଛି । ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ଏନେଇ କଟକ ଜିଲ୍ଲା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।…

ସୁନ୍ଦରୀଙ୍କ ମାୟାଜାଲରେ ଫସିଲେ ଦୁଇ ବିଏସ୍‌ଏଫ୍‌ ଯବାନ

ଭଦ୍ରକ : ହନିଟ୍ରାପରେ ବିଏସ୍‌ଏଫ୍‌ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି…

ରାଜ୍ୟ ସଭାପତିଙ୍କ ରାଲିରେ ଦୁଇ ବିଜେପି ନେତା ପିଟାପିଟି

ବଲାଙ୍ଗିର: ବଲାଙ୍ଗିରରେ ପଦାରେ ପଡ଼ିଛି ବିଜେପିର ଗୋଷ୍ଠୀ କନ୍ଦଳ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦଳୀୟ ନେତା ପିଟାପିଟି ହୋଇଛନ୍ତି। ଉଭୟ ଗୋଷ୍ଠୀର ସମର୍ଥକ ବି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ…

ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଝିଅଙ୍କ ପରିଚୟ ମିଳିଲା

ଗତ ଶୁକ୍ରବାର ଫୁଙ୍ଗୁଳା ଦେହରେ ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମା’ ଝିଅଙ୍କୁ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଏବଂ ତାଙ୍କ ସମର୍ଥକ ଉଦ୍ଧାର କରିବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବର୍ଷବର୍ଷ ଧରି ମହିଳାଜଣକ ନିଜ ରାକ୍ଷାସ…

ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ…

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ…