Month: October 2023

ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ଭୁବନେଶ୍ବର: ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।…

ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୦।୧୦: ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ…

ନାଳ ପାରି ହୋଇ ଖଟିଆରେ ବୁହାହେଲେ ପ୍ରସୂତି

ବୀରମହାରାଜପୁର: ବିକାଶର ଡେଙ୍ଗୁରା ବଜାଉଥିବା ରାଜ୍ୟ ସରକାର ତୃଣମୂଳ ସ୍ତରରେ ଲୋକଙ୍କୁ କିଭଳି ସୁବିଧା ଦେଇଛନ୍ତି ତାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ। ଏହି ଗାଁଟି…

ହମାସ୍‌ ଆକ୍ରମଣ କରିବା ନେଇ ଇସ୍ରାଏଲକୁ ଚେତାଇଥିଲା ଇଜିପ୍ଟ

ଜେରୁଜେଲମ,୧୦।୧୦: ଇସ୍ରାଏଲ-ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିନାର ସମ୍ଭାବନା ଦେଖାଯାଉ ନାହିଁ। ଏହାପରେ ବି ଯୁଦ୍ଧ ଚାଲିଥିବା ଭିତରେ ଇସ୍ରାଏଲ ଗାଜା ବର୍ଡରକୁ ନିଜ ନିୟନ୍ତ୍ରଣକୁ ଆଣିଛି। ଆଉ ସୀମାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିଥିବା ଘୋଷଣା…

କାମରେ ବ୍ୟସ୍ତ, ବିବାହ କରିବାକୁ ସମୟ ନାହିଁ – ରାହୁଲ

ଜୟପୁର,୧୦।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୟପୁରର ମହାରାଣୀ କଲେଜର ଛାତ୍ରୀଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଜନଗଣନା, ସ୍ବାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା, ଆର୍ଥିକ ସ୍ବାଧୀନତାର ଆବଶ୍ୟକତା ଭଳି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିଲେ। ରାହୁଲ…

୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି କଲା

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି।…

ଲଢେଇ ହାମାସ ଆରମ୍ଭ କରିଥିଲା, ଆମେ ଶେଷ କରିବୁ

ନୂଆଦିଲ୍ଲୀ: ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୩ ଦିନ ମଧ୍ୟରେ ଯୁଦ୍ଧ ହେତୁ ପ୍ରାୟ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲରେ ୯୦୦ ଲୋକଙ୍କର…

ଗାଜାରେ ଲକ୍ଷାଧିକ ଲୋକ ବିସ୍ଥାପିତ: ଶତାଧିକ ଇସ୍ରାଏଲୀ ପଣବନ୍ଦୀ

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧…

ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଦେଇ ଫସିଲେ ୪ ଛାତ୍ର

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଲଢେଇ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | ଲୋକମାନେ ନିଜ-ନିଜ ମତ ଅନୁଯାୟୀ ଉଭୟ ଇସ୍ରାଏଲ ଓ ହାମାସ ପକ୍ଷ ନେଉଛନ୍ତି। ତେବେ ଉତ୍ତରପ୍ରଦେଶର ଆଲିଗଡରେ ଥିବା ଆଲିଗଡ ମୁସଲିମ…

ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁକଶ୍ମୀରର ଶୋପିଆନ୍ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟସ୍ଥ ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଚାଲିଛି। ମିଳିତ ଅପରେସନ ସମୟରେ ସେନା ଏବଂ ପୁଲିସ ବାହିନୀର…