Month: October 2023

ରାଜସ୍ଥାନରେ ନଭେମ୍ବର ୨୩ ବଦଳରେ ୨୫ରେ ଭୋଟ

ବଦଳିଛି ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ଦିନକ ତଳେ ରାଜସ୍ଥାନବାସୀ ନଭେମ୍ବର ୨୩ରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ। ହେଲେ ଆଜି ଭୋଟିଂ ତାରିଖରେ ସଂଶୋଧନ କରାଯାଇଛି। ରାଜସ୍ଥାନବାସୀ ନଭେମ୍ବର ୨୩ ବଦଳରେ ନଭେମ୍ୱର ୨୫ରେ…

ଚାକିରି ଫେରି ପାଇଲେ ଭାରତୀ ସିଂ

ଚାକିରି ଫେରି ପାଇଲେ। ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଜ ଚାକିରିରେ ଯୋଗଦେବା ପାଇଁ ପତ୍ର ଲେଖିଛନ୍ତି ବ୍ଲକ ପ୍ରଶାସନ। ପୁନଃ ନିଯୁକ୍ତି ପାଇବା ପରେ ଭାରତୀ କହିଛନ୍ତି, ସତ୍ୟ ଓ ନ୍ୟାୟରେ ଥିଲେ ସତ୍ୟର ନିଶ୍ଚିତ ଜୟ ହେବ। ତେବେ…

ବିମାନରେ ଯାତ୍ରାବେଳେ ମାଲାୟାଲାମ ଅଭିନେତ୍ରୀଙ୍କ ସହ ହେଲା ଅସଦାଚରଣ

କୋଚି: ଜଣେ ମାଲାୟାଲାମ ଫିଲ୍ମ ଅଭିନେତ୍ରୀ କୋଚି ଯାଉଥିବାବେଳେ ତାଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି | ଅଭିନେତ୍ରୀଜଣକ ଏୟାର ଇଣ୍ଡିଆ ବିମାନରେ ଯାଉଥିବାବେଳେ ଜଣେ ପୁରୁଷ ଯାତ୍ରୀ ତାଙ୍କୁ ଉତ୍ପୀଡ଼ନ କରିଥିବାର ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ସୂଚନା ମୁତାବକ…

ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ : ସମୀର ମହାନ୍ତି

ଭୁବନେଶ୍ୱର: ଦିନକୁ ଦିନ ସରଗରମ ହେଉଛି ରାଜନୈତିକ ମାହୋଲ । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତେ ଜୋର ଧରୁଛି । ଓଡ଼ିଶାରେ ବିଜେପି-ବିଜେଡି ଯେମିତି ବାକ ଯୁଦ୍ଧ ଚାଲିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଆଜି…

ଇସ୍ରାଏଲରୁ ଭାରତ ଫେରିବା ପରେ ଅଭିନେତ୍ରୀ ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।…

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ…

ଅନଲାଇନରେ ଗେମ ‌ଖେଳି ରାତାରାତି କୋଟିପତି ହେଲେ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି। ସବ-ଇନ୍ସପେକ୍ଟର ଜଣକ ଫେଣ୍ଟାସି କ୍ରିକେଟ ଆପରେ…

ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ

ଆନନ୍ଦପୁର: ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ ।…

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ଓ କର୍ମଚାରୀ ଗୁରୁତର

ଘଟଗାଁ : ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଅତ୍ୟାଧୁନିକ ଓମବାଡିସି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଟ୍ରାଫିକ ପୁଲିସ୍‌ଙ୍କୁ ଚପଲରେ ପିଟିଲେ ମହିଳା ଇ-ରିକ୍ସା ଚାଳକ

ବିଚ ରାସ୍ତାରେ ନିଜର ଔଦ୍ଧତାମୀ ଦେଖାଇଛନ୍ତି ଜଣେ ମହିଳା ଇ-ରିକ୍ସା ଚାଳକ। ସେ ନିଜର ସ୍ଲିପରରେ ଜଣେ ଟ୍ରାଫିକ ପୁଲିସଙ୍କୁ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ଗାଜିଆବାଦର ଇନ୍ଦ୍ରାପୁରମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ…