Month: October 2023

ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ

ଗାଜା : ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ। ଇସ୍ରାଏଲର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୋମା ଓ ରକେଠ…

ଇସ୍ରାଏଲ୍‌କୁ କହିଲେ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ ବୋଲି ନିଷ୍ଠୁର କଥା ପାଇଁ ସୁପରିଚିତ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ…

ଚେତାବନୀ ଦେଲେ ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌

ଗାଜା: ସମଗ୍ର ବିଶ୍ବ ତାଙ୍କ ନିୟମାନୁସାରେ ଚାଲିବ ବୋଲି ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌ ଏକ ଭିଡିଓ ବାର୍ତ୍ତା କହିଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବରିଷ୍ଠ ହମାସ୍‌ କର୍ମକର୍ତ୍ତାମାନେ ଦିଶୁଥିବା ଥିବା ୧ ମିନିଟ୍‌ରୁ ଅଧିକ ସମୟର…

ତୁଷାର ଆବୃତ ପର୍ବତମାଳାରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୈନିତାଲ୍‌: ଆଜି ଉତ୍ତରାଖଣ୍ଡରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁ‌ଷାର ଆବୃତ ପର୍ବତମାଳା ପରିବେଷ୍ଟିତ ପିଥୌରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ଗସ୍ତରେ କୁମାଉଁ ଅଞ୍ଚଳକୁ ଯାଇଛନ୍ତି। ଗସ୍ତ ସମୟରେ ସେ ବିଭିନ୍ନ ବିକାଶମୂଳକ…

ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌

କେନ୍ଦ୍ରାପଡ଼ା : ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ…

ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩

ସୁନ୍ଦରଗଡ଼: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ। ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ଏନେଇ ଜିଲ୍ଲା…

ରାସ୍ତାରେ ଉଡ଼ିଲା ଟଙ୍କା…ସବୁ ଚିରାଫଟା

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ରାସ୍ତାରେ ବୁଧବାର ଚିରାଫଟା ୫ ଶହ, ୨ ଶହ ଓ ୧୦୦ ଟଙ୍କିଆ ଉଡ଼ିଥିଲା। ଯାତାୟାତ କରୁଥିବା ଲୋକେ ଏତେ ପରିମାଣର ଟଙ୍କା ପଡ଼ିଥିବା ଦେଖି ଗହଳି ଜମାଇ ଥିଲେ। ପରେ…

କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ

କଟକ : ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ। ଏଥିପାଇଁ ସହରବାସୀ ଭୋଗୁଥିବା ସମସ୍ୟା ଓ ଏହାକୁ ନେଇ ବିଭିନ୍ନ ସଂସ୍ଥାର ଆଭିମୁଖ୍ୟ ଉପରେ ବିଚାର କରି…

ଆସନ୍ତାକାଲି ଆନ୍ତଃମନ୍ତ୍ରିସ୍ତରୀୟ ବୈୖଠକ

ଭୁବନେଶ୍ବର: ଆସନ୍ତାକାଲି ଲୋକସେବା ଭବନଠାରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଖାଦ୍ୟ ଯୋଗାଣ, ସମବାୟ ଓ…

ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନକୁ ବଡ଼ ଆଶ୍ୱସ୍ତି ମିଳିଛି। ତାକୁ ତଳ କୋର୍ଟ ଏନକାଉଣ୍ଟର ଘଟଣାରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ…