Month: October 2023

ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର, : ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍‌ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ ପକ୍ଷରୁ…

୩ ଦିନ ପରେ ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ଉଦ୍ଧାର

ପାରାଦୀପ : ପାରାଦୀପ ତଟଠାରୁ ୩୫ ନଟିକାଲ ମାଇଲ (୬୩ କିମି) ସମୁଦ୍ରରେ ବିପଦରେ ରହିଥିବା ରିସର୍ଚ୍ଚ ଜାହାଜ ‘ସମୁଦ୍ର କୌସ୍ତୁଭ’ ବୁଧବାର ପାରାଦୀପ ପାଖରେ ପହଞ୍ଚଛି | ଯେଉଁ ସ୍ଥାନରେ ସମୁଦ୍ର କୌସ୍ତୁଭ ରହିଛି ତାକୁ ଆଙ୍କରେଜ ଅଞ୍ଚଳ ବୋଲି…

ପେଟରେ ଝିଅ ଥିବା ଜାଣି ୬ ମାସର ଗର୍ଭବତୀଙ୍କୁ ପିଟିପିଟି ମାରିଦେଲେ!

ପାଟନା : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଆଜିର ସଭ୍ୟ ସମାଜରେ ବି ରହିଛି ପୁଅ ଓ ଝିଅ ମଧ୍ୟରେ ଭେଦଭାବ। ଏହି ପୁଅ ଝିଅ ଭେଦଭାବ ଯୋଗୁ ଜଣେ ୩୦ ବର୍ଷୀୟ ଗର୍ଭବତୀଙ୍କୁ ତାଙ୍କୁ…

ଅନ୍ୟୂନ ୧୨ ମୃତ, ଜଣେ ଆହତ

ଚିକ୍କବଲ୍ଲାପୁର: ଆଜି ସକାଳେ କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଗୋଟାଏ ସିମେଣ୍ଟ୍‌ ମିକ୍ସର୍‌ ଟ୍ରକ୍‌ ସହିତ ଗୋଟାଏ ଟାଟା ସୁମୋ କାର୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ…

ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍‌ଲେଟ୍‌’ ପିନ୍ଧୁଛନ୍ତି ଗାଜା ପରିବାର

ଗାଜା ସିଟି: ଗାଜା ଷ୍ଟ୍ରିପ୍‌ରେ ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍‌ଲେଟ୍‌’…

ଟେଲିଭିଜନ୍‌ ‘ଲାଇଭ୍‌ ନିଉଜ୍‌’ ବିତର୍କ ବେଳେ ‘ବିଜେପି’ ପ୍ରାର୍ଥୀଙ୍କ ତଣ୍ଟିକୁ ଚିପି ଧରିଲେ ‘କେସିଆର୍‌’ଙ୍କ ପାର୍ଟିର ବିଧାୟକ

ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଧାର କରି ଏକ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ ବୁଧବାର ଦିନ ଆୟୋଜନ କରିଥିବା ମୁକ୍ତ ବିତର୍କରେ ଜଣେ ‘ବିଆର୍‌ଏସ୍‌’ ବିଧାୟକ ଓ ଜଣେ ‘ବିଜେପି’ ପ୍ରାର୍ଥୀ ଧସ୍ତାଧସ୍ତି…

ହେଲିକପ୍ଟର୍‌ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ: ଚେକ୍‌ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍‌ଫ୍ଲୁଏନ୍‌ସର୍‌’ ତଥା ଟେଲିଭିଜନ୍‌ ଉପସ୍ଥାପକ କାମିଲ୍‌ ବାର୍ତୋଶେକ୍‌ ଗୋଟାଏ ହେଲିକପ୍ଟର୍‌ରୁ ଲାଇସା ନାଡ୍‌ ଲେବେମ୍‌ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍‌ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ କରିପକାଇଛନ୍ତି।‘କାଜ୍‌ମା’ ନାମରେ ଅଧିକ…

ସେୟାର ବଜାରରେ କମ୍ପନ, ୯୦୧ ପଏଣ୍ଟ କମିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୩ ଲକ୍ଷ କୋଟି

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ପ୍ରାୟ ୯୦୧ ପଏଣ୍ଟ ଓ ନିଫଟି ୨୬୪ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ଏହା ଫଳରେ ନିବେଶକମାନେ ପ୍ରାୟ ୩…

ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କରିବେ। ୨୦୨୪ ଜାନୁଆରୀ ୨୨ ତାରିଖରେ ଦିନ ୧୨.୩୦ରେ ଉଦଘାଟନ ସମାରୋହ କାର୍ଯ୍ୟକ୍ରମ ରହିଛି। ଉଦଘାଟନ ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମତି ଦେଇଥିବା…

‘ଶ୍ରେଷ୍ଠ ଗର୍‌ବା’ ପୁରସ୍କାର ଜିତିଲା ଝିଅ, ବାପାକୁ ପିଟିପିଟି ମାରିଦେଲେ ଆୟୋଜକ

ଗର୍‌ବା ପୁରସ୍କାର ଜିତିବାର ଖୁସି ମାତ୍ର କିଛି ମିନିଟ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ଝିଅ ପାଇଁ ଦୁଃଖର ପାହାଡ଼ ଆଣି ଦେଇଛି। ପୁରସ୍କାର ଜିତିବା ପରେ ଝିଅଟିର ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୬ ଜଣ ଲୋକ ହତ୍ୟା କରିଛନ୍ତି।…