Month: October 2023

ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ

ଶ୍ରୀନଗର: ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ମହାନିର୍ଦ୍ଦେଶକ (ଡିଜିପି) ହେବେ। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରିଥିବା ଏକ ଆଦେଶରେ କୁହାଯାଇଛି, ଯେ ସିଆଇଡି ମହାନିର୍ଦ୍ଦେଶକ ଥିବା ରଶ୍ମିରଂଜନ ସ୍ୱାଇଁ…

ଏଲିସ୍‌ଙ୍କ ମୃତ୍ୟୁ ପ୍ରସଂଗ: ସିବିଆଇ ତଦନ୍ତ ଦାବି କଲେ ସ୍ବାମୀ

ରାଉରକେଲା: ଏଏସ୍‌ଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ନେଉନି। ଏକ୍ସାଇଟେଡ୍‌ ଡେଲିରିୟମ୍‌ ଲକ୍ଷଣ ବା ଅତ୍ୟଧିକ ଉତ୍ତେଜନା କାରଣରୁ ଏଲିସଙ୍କ ମୃତ୍ୟୁ ହୋଇଥିବା ରାଉରକେଲା ଏସ୍‌ପି ସୂଚନା ଦେଇଥିଲେ। ତେବେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ପରିବାରବର୍ଗ।…

ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ ଦିଲ୍ଲୀ

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ ଅନୁଷ୍ଠିତ ହୋଇଛି । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ…

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ

ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ…

ଏନସିଟିଇ ଆଞ୍ଚଳିକ କମିଟିର ସଦସ୍ୟ ହେଲେ ଡକ୍ଟର ବି.ସି. ଦାସ

କଟକ: ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ପୂର୍ବାଞ୍ଚଳ କମିଟିର ସଦସ୍ୟ ରୂପେ ମନୋନୀତ ହେଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ବରିଷ୍ଠ ଶିକ୍ଷାବିତ୍‌ ଡକ୍ଟର ବିକଳି ଚରଣ ଦାସ । ବର୍ତ୍ତମାନ ଡକ୍ଟର ଦାସ ରେଭେନସା ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା…

‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍

ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ…

ନଭେମ୍ବର ୧୦ ଯାଏ ବଢ଼ିଲା ସଞ୍ଜୟ ସିଂହଙ୍କ ହାଜତ ମିଆଦ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ନଭେମ୍ବର ୧୦ ଯାଏ ବୃଦ୍ଧି କରି ଦେଇଛନ୍ତି। ଏହାର…

ବିଜେପି ଦେଲାନି ଟିକେଟ, ଗଧ ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରୁ ଆସିଛି ଗୋଟିଏ ଅଜବ ଦୃଶ୍ୟ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ବଡ଼ବଡ଼ ଗାଡ଼ି କିମ୍ବା ଘୋଡ଼ା କିମ୍ବା ଅନ୍ୟାନ୍ୟ ଯାନବାହନରେ ବସି ନାମାଙ୍କନ ଦାଖଲ କରିବାକୁ ଆସନ୍ତି। ହେଲେ ବୁରହନପୁର ନିର୍ବାଚନ ମଣ୍ଡଳୀରୁ ଭିନ୍ନ…

ବିଶ୍ୱ ବଜାର ପାଇଁ ଭାରତରେ ଆଇଫୋନ ତିଆରି କରିବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ଉଭୟ ଘରୋଇ ଓ ବିଶ୍ୱ ବଜାର ପାଇଁ ଭାରତରେ ଆପଲ୍‌ ଆଇଫୋନ୍‌ ତିଆରି କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଘୋଷଣା କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି,…

କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ୍

ଲକ୍ଷ୍ନୌ : କପିଳଦେବ ସିଂ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ଏମପି-ଏମଏଲଏ କୋର୍ଟ କୁଖ୍ୟାତ ମାଫିଆ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତ ଅନସାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏହି ମାମଲାରେ ସୋନୁ…