Month: September 2023

ବନ୍ଦେ ଭାରତର ପ୍ରଥମ ଯାତ୍ରା: ପ୍ରଥମ ଦିନରେ ଯାତ୍ରାକଲେ ୫୮୪

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି କମ୍‌ ପରିଲକ୍ଷିତ ହୋଇଥିଲା। ଯାତ୍ରୀ ସଂଖ୍ୟା…

ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ କହି ପ୍ରତିହିଂସାର ରାଜନୀତି କରୁଛି କି ବିଜେଡି

ଭୁବନେଶ୍ବର : ବିରୋଧୀ ଦଳ ନେତାଙ୍କୁ ‘ମାନସିକ ବିକାରଗ୍ରସ୍ତ’ ବୋଲି ସମ୍ବୋଧିତ କରିବା ଓ ତାହା ବିଧାନସଭାର ଗୃହ ବିବରଣୀରୁ ବାଦ୍ ଦିଆନଯିବା ଶାସକ ବିଜେଡିର ପ୍ରତିହିଂସା ରାଜନୀତିକୁ ପଦାରେ ପକାଇଛି । ଗଣତନ୍ତ୍ରରେ ନିର୍ବାଚିତ ସରକାର ଓ ବ୍ୟବସ୍ଥାଗତ ତ୍ରୁଟିକୁ…

ଗୋଟିଏ ‘ମୋ ବସ୍‌’ରୁ ୪ ମୋବାଇଲ ଚୋରି

ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ ଆଜି ଗୋଟିଏ ମୋ ବସ୍‌ରୁ ୪ଟି ମୋବାଇଲ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସ୍‌ଟି ବରମୁଣ୍ଡାରୁ ଟଙ୍କପାଣି ସାଇ ମନ୍ଦିର ଯାଉଥିଲା। ସିଆରପି ଛକ ନିକଟରେ ମୋବାଇଲ ଗୁଡ଼ିକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୋବାଇଲ…

ନିଖୋଜ ଥିଲେ ଟ୍ରଲର କର୍ମଚାରୀ, ମିଳିଲା ମୃତଦେହ

ପାରାଦୀପ : ୭ ଦିନ ହେଲା ନିଖୋଜ ଥିଲେ ଟ୍ରଲର କର୍ମଚାରୀ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ।…

ଦେଖିଦେଲେ ଲୋକ ଗହଳି; ନଦୀ ମଝିରେ ଅଟକିଗଲେ ହାତୀ ପଲ

ବୌଦ୍ଧ : ନଦୀ ପାର ହେଉଥିବା ବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ର ମାଣିକପୁର ଗାଁ ନିକଟ…

ସିବିଆଇ କିଛି ନ ପାଇଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ କି?

ନୂଆଦିଲ୍ଲୀ : ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ନୀରବତା ଭାଙ୍ଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଆଜି କେଜ୍ରିୱାଲ ଆଟାକିଂ ମୁଡକୁ ଚାଲି ଆସିଛନ୍ତି।…

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ,ବାଟରେ ପଡ଼ିଛି ବାଇକ୍ ଓ ଚପଲ

କେନ୍ଦ୍ରାପଡ଼ା : ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆ ପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ। ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ…

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ମାରିଦେଲେ

ଢେଙ୍କାନାଳ : ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା କଲେ ଅଭିଯୁକ୍ତ। ରେଲୱେ ଓଭରବ୍ରିଜ ନିକଟରୁ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ…

କାନାଡା ସେନା ୱେବସାଇଟକୁ ଅଚଳ କଲେ ଭାରତୀୟ ହ୍ୟାକର୍ସ!

ନୂଆଦିଲ୍ଲୀ : କାନାଡାର ଆର୍ମଡ ଫୋର୍ସ ୱେବସାଇଟ ବୁଧବାର ବେଶ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଦି ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇଣ୍ତିଆନ ସାଇବର ଫୋର୍ସ ନାମକ ଗୋଟିଏ ଗ୍ରୁପ୍‌ ୱେବସାଇଟକୁ ହ୍ୟାକ କରିଥିଲେ। ଗ୍ରୁପ ପକ୍ଷରୁ…

ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍‌କୁ ହସ୍ତାନ୍ତର

ରାଉରକେଲା: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି)କୁ ହସ୍ତାନ୍ତର କରାଯାଇଛି। ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର…