ଆସନ୍ତା ୭ରେ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି
ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୭ରେ ହେବାକୁ ଥିବା ୨୦ତମ ଏସିୟାନ-ଭାରତ ଶିଖର ସମ୍ମିଳନୀ (ASEAN-India Summit 2023) ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ମୋଦି। ବୈଦେଶିକ ମନ୍ତ୍ରଣାଳୟ…