Month: September 2023

୧୫ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ବିଶ୍ୱର ବହୁ ଶୀର୍ଷ ନେତାଙ୍କୁ ନେଇ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ପ୍ରଥମ କରି ଭାରତ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଛି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ବର : ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ…

ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ

ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗି ଭିଏଲଟି ଓ ପାନିକ୍ ବଟନ୍ । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା…

ଆଜିଠୁ ରାଜ୍ୟରେ ବିଦ୍ୟାଳୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ ।…

‘ଜି୨୦’ ନୈଶ୍ୟଭୋଜିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍‌. ଡି. ଦେବେ ଗୌଡ଼ାଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀର ନୈଶ୍ୟ‌ଭୋଜିକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍‌. ଡି. ଦେବେଗୌଡ଼ାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା, ବିରୋଧୀ ଶାସିତ ରାଜ୍ୟ ସମେତ ଏହି ନୈଶ୍ୟଭୋଜିକୁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ…

ରାସ୍ତା ଉପରେ ଜଳିଗଲା ବିଏମସି ସଫେଇ ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭୁବନେଶ୍ବର: ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା ବିଏମସି ଗାଡି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ । ରାସ୍ତା ସଫା କରୁଥିବାବେଳେ ହଠାତ୍ ସଫେଇ ଗାଡିରେ ନିଆଁ ଲାଗି ଯାଇଥିଲା । ଗାଡିରେ…

ପରଲୋକରେ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଓ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କର…

ବାଲୁକା କଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ…

ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ

ସୋର: ଅଧା ରହିଲା ଜଗା ଦର୍ଶନ । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି…

ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ…