Month: September 2023

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାର ପ୍ରବେଶ ବାରଣ, ପ୍ରଶ୍ନ କଲା ଭାରତ

ନୂଆଦିଲ୍ଲୀ : ସ୍କଟଲ୍ୟାଣ୍ଡରେ ଭାରତୀୟ ଉଚ୍ଚ ଆୟୁକ୍ତ(ହାଇ କମିଶନର୍)ଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନେଇ ଉପୁଜିଛି ବିବାଦ। ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରାଇ ଦେଉନଥିବାର ଏକ ଭିଡିଓ…

ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି

ନୂଆଦିଲ୍ଲୀ : ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି। ପାଖରେ 2000 ଟଙ୍କିଆ ନୋଟ୍ ଥିଲେ ଆଗକୁ ବଦଳାଇ ପାରିବ। ଆଜି ବଦଳ କରାଇବାର ଶେଷ ତାରିଖ ଥିଲା। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବଧିକୁ ଅକ୍ଟୋବର 7…

ଖୁବ୍ ଶିଘ୍ର ଓଡ଼ିଶା ହେବ ନିଶାଡ଼ିଙ୍କ ଚରାଭୂଇଁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି…

ସକ୍ରିୟ ହେଲା ଲଘୁଚାପ, ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ…

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍

ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ…

ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍‌ଙ୍କୁ ଉପହାସ କଲେ ଟ୍ରମ୍ପ୍‌

ଆନ୍‌ହାଇମ୍‌: ଆମେରିକାର ଆନ୍‌ହାଇମ୍‌ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍‌ ରିପବ୍ଲିକାନ୍‌ ପାର୍ଟି କନ୍‌ଭେନ୍‌ସନ୍’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍‌) ବାଟ ପାଉନାହାନ୍ତି। ସମବେତ ଜନତାକୁ ଉଦ୍‌ବ‌ୋଧନ…

କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ: ପ୍ରଧାନମନ୍ତ୍ରୀ ମୋଦୀ

ବିଲାସପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଆଜି ପୁଣି ଛତିଶଗଡ଼ ଗସ୍ତରେ ଅଛନ୍ତି। ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ…

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ…

ଜାତୀୟ ରାଜପଥ ଉପରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଭୋର ପ୍ରାୟ ତିନିଟା ସମୟରେ ବୀରମିତ୍ରପୁର ଜାଗୃତିକଲୋନିରେ ଏକ ଗୋଠଛଡା ଜଙ୍ଗଲୀ ଦନ୍ତା ପଶିଯାଇଥିଲା। କଲୋନିବାସୀ ଭୟଭୀତ…

ଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ? ପିସିବିର ପ୍ରଶ୍ନକୁ ନେଇ ବିବାଦ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। କିନ୍ତୁ…