Month: August 2023

ପ୍ରଧାନମନ୍ତ୍ରୀ ମୋଦି ପୁଣେର ଦଗ୍‌ଡୁଶେଠ ଗଣେଶ ମନ୍ଦିରରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣେର ଦଗ୍‌ଡୁଶେଠ ହଲୱାଇ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଦିଲ୍ଲୀରୁ ପୁଣେରେ ପହଞ୍ଚିବାର କିଛି ସମୟ ପରେ ମୋଦି ଶିବାଜୀ ରୋଡ୍‌ସ୍ଥିତ ଏହି ପ୍ରସିଦ୍ଧ ଗଣେଶ ମନ୍ଦିର ଯାଇଥିଲେ। ମନ୍ଦିରର ଟ୍ରଷ୍ଟିମାନେ କହିଛନ୍ତି ଯେ ମୋଦି…

ପୁଣି ଚର୍ଚ୍ଚାରେ ସୀମା, ଜନ୍ମ ଦେବାକୁ ଯାଉଛନ୍ତି ନିଜର ୫ମ ସନ୍ତାନ!

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ସୀମା ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସଚିନ ମୀଣାଙ୍କ…

ଅଗଷ୍ଟ ୮ରୁ ୧୦ ଯାଏ ଲୋକସଭାରେ ହେବ ଅନାସ୍ଥା ପ୍ରସ୍ତାବ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କେବେ ଆଲୋଚନା ହେବ, ତା’ର ତାରିଖ ସାମ୍ନାକୁ ଆସିଛି। ଆସନ୍ତା ଅଗଷ୍ଟ ୮ରୁ ୧୦ ତାରିଖ ଯାଏ ଲୋକସଭାରେ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା…

ପୃଥିବୀ କକ୍ଷପଥ ଛାଡ଼ିଲା ଚନ୍ଦ୍ରୟାନ-୩, ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ

ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଜୁଲାଇ ୧୪ରେ ଉତକ୍ଷେପଣ ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରୟାନର ସଫଳ ହୋଇଛି ଟ୍ରାନ୍ସ ଲୁନାର…

ଗ୍ରାହକଙ୍କୁ ଆଶ୍ୱସ୍ତି, ଖସିଲା ଗ୍ୟାସ୍‌ ଦର

ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। ଖସିଲା ଏଲପିଜି ସିଲିଣ୍ଡର ଦାମ୍। ତେବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି । ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। ଦର…