Month: August 2023

“ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ: ମାମଲା ରୁଜୁ

ଭୁବନେଶ୍ବର: ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଛନ୍ତି ସାଇବର ଲୁଟେରା। ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ। ଏହି ନକଲି ୱେବସାଇଟରେ ମୋ ସ୍କୁଲ ଅଫିସରେ ଡାଟା ଏଣ୍ଟ୍ରି…

ବଢ଼ୁଛି ଜଳକା ଓ ସୁବର୍ଣ୍ଣରେଖା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ଜଳେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୂର୍ବାହ୍ନ ୮ଟାରୁ ଆଜି ପୂର୍ବାହ୍ନ ୮…

ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି,…

ବିଶ୍ବକପ୍ : ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ

ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଏହାର ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାର ଥିଲା। କିନ୍ତୁ ସୁରକ୍ଷା ଏଜେନ୍ସି ଏହି ତାରିଖକୁ…

ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳର ସାଂସଦ

ମଣିପୁର ପ୍ରସଙ୍ଗରେ ଆଜି ବିରୋଧୀ ଦଳର ସାଂସଦମାନଙ୍କ ଗୋଟିଏ ପ୍ରତିନିଧି ଦଳ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରି ଗୋଟିଏ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ଦେଇଛନ୍ତି।…

ମୁସଲମାନ ମହିଳାଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା, ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆଗାମୀ ରକ୍ଷାବନ୍ଧନରେ ମୁସଲମାନ ମହିଳାମାନଙ୍କଠାରୁ ରାକ୍ଷୀ ବନ୍ଧାଇବେ ବିଜେପି ନେତା। ସାଂସଦ ତଥା ବିଜେପି ଏବଂ ଏନଡିଏ ଦଳର ନେତାମାନେ ମୁସଲମାନ ମହିଳାଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବେ। ମୋଦୀ ବିଜେପି ଏବଂ…

କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଳ: ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା ‘ଧାତ୍ରୀ’ କୁନୋ ଜାତୀୟ ଉଦ୍ୟାନରେ ଆଖି…

ଖୁବଶୀଘ୍ର ଶସ୍ତା ହୋଇପାରେ କ୍ଷୀର

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି। ମୌସୁମୀ ପରେ ଶସ୍ତା ହୋଇପାରେ କ୍ଷୀର ମୂଲ୍ୟ। ଭାରତରେ ଦୁଗ୍ଧ ମୂଲ୍ୟ ତିନି ବର୍ଷ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି, ଯେଉଁଥିରେ ଗତ ବର୍ଷର ୧୦ ପ୍ରତିଶତ ବୃଦ୍ଧି ମଧ୍ୟ ସାମିଲ ରହିଛି ।…

ସାଂସଦଙ୍କ ଆଚରଣକୁ ନେଇ ବାଚସ୍ପତି କ୍ଷୁବ୍ଧ

ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ମଣିପୁର ତାତି ଦେଖିବାକୁ ମିଳିଛି। ମଣିପୁର ପ୍ରସଙ୍ଗରେ ଗୃହ କାର୍ଯ୍ୟ ଠିକ ଭାବେ ଚାଲିପାରୁନି। ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ…

ଅଧିକ ଫୋର୍ସ ମୁତୟନ ସହ ହେଟସ୍ପିଚ୍‌ ରୋକିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ହରିଆଣାର ନୁହ୍‌ରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ଦଙ୍ଗାର ପ୍ରଭାବ ଦିଲ୍ଲୀ ଏନସିଆର୍‌ରେ ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ ଲୋକ ସାଂପ୍ରଦାୟିକ ହିଂସା ବିରୋଧରେ ଦିଲ୍ଲୀରେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି। ଏନସିଆର ବ୍ୟତୀତ ଆଉ ୨୩ଟି…