Month: August 2023

508 ରେଳ ଷ୍ଟେସନର ହେବ ପୁନର୍ବିକାଶ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ରେଳ ଯାତ୍ରାକୁ ନିରାପଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ। ଦେଶର 508 ରେଳ ଷ୍ଟେସନର ହେବ ପୁନର୍ବିକାଶ। ଏଥିପାଇଁ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଯୋଜନା ଅଧୀନରେ ଏହି…

ଅଞ୍ଜୁ ଭାରତ ଫେରିବେ ନାହିଁ; ପାକିସ୍ତାନୀ ପ୍ରେମିକ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଅଞ୍ଜୁ କେବେ ଭାରତ ଫେରିବେ ଓ ତାଙ୍କର କ’ଣ ସତରେ ପାକିସ୍ତାନ ନସରୁଲ୍ଲାହଙ୍କ ସହ ବିବାହ ସରିଛି ଇତ୍ୟାଦି ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ଦ୍ବନ୍ଦ୍ବ ରହିଛି। ଏହି…

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ବଡ ବୟାନ ଦେଲେ ଶାହା, ଆସିବାରେ ବିଳମ୍ବ କରିଦେଲେ

ପୁଣେ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ର ପୁଣେରେ ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ବିଷୟରେ କହିଛନ୍ତି ଯେ ଆପଣ ଆସିବାରେ ବହୁତ ବିଳମ୍ବ କରିଦେଲେ | ଏହି…

ବିନା ଏସିରେ ଦେଢ଼ ଘଣ୍ଟା ବିମାନ ଯାତ୍ରା, ଭିଡିଓ ଶେଆର୍ କଲେ କଂଗ୍ରେସ ନେତା

କିଛି ଦିନ ହେବ ଲଗାତାର ଭାବେ ବିମାନ ଯାତ୍ରା ସମୟରେ ତ୍ରୁଟି ଦଖିବାକୁ ମିଳୁଛି। କେତେବେଳେ ଯାନ୍ତ୍ରୀକ ତ୍ରୁଟି କାରଣରୁ ବିମାନ ଜରୁରୀ ଅବତରଣ କରୁଛି ତ ଆଉ କେତେବେଳେ ଯାତ୍ରୀଙ୍କ ଦୁର୍ବ୍ୟବହାର ଖବର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆସିଛି…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସ୍ୱାମୀ, ମେୟରଙ୍କୁ ନିଲମ୍ବନ କଲେ ରାଜସ୍ଥାନ ସରକାର

ରାଜସ୍ଥାନର ଜୟପୁର ହେରିଟେଜ ମହାନଗର ନିଗମର ମେୟର ମୁନେଶ ଗୁର୍ଜରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଶନିବାର ତାଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏକ ଜମିକୁ ଲିଜ୍‌ରେ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିପାତ

ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ। ଜଣେ ଆତଙ୍କବାଦୀ ନିପାତ। ଦିନକ ପୂର୍ବରୁ ଏଠାରେ 3 ଯବାନ ଶହୀଦ ହୋଇଥିଲେ। ସୁରକ୍ଷାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ରଜୌରୀ ଜିଲ୍ଲାର ବୁଦ୍ଧଲ…

ପ୍ରଥମ ପୋଷ୍ଟପାର୍ଟମ ଡିପ୍ରେସନ୍ ମେଡିସିନକୁ ମିଳିଲା ଅନୁମୋଦନ

ମାତୃତ୍ୱ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ। କିନ୍ତୁ ଗର୍ଭାବସ୍ଥାର ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା ମାନସିକ ଅବସାଦର ଶିକାର ହୁଅନ୍ତି। ଏହାର ଅନେକ କାରଣ ଥାଇପାରେ। ଏକ ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରତିବର୍ଷ ହଜାରେରୁ ଊର୍ଦ୍ଧ୍ୱ…

୫ ହଜାର ବର୍ଷ ପୁରୁଣା ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର

ପ୍ରଭୁ ଭୋଳାନାଥ ହେଉଛନ୍ତି ପରମ ଦାନି। ଯଦି ମହାଦେବ ଥରେ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ଉପସ୍ଥିତ ହୁଅନ୍ତି । ଏବେ ତ ଚାଲିଛି ଶ୍ରାବଣ ମାସ । ପବିତ୍ର ଶ୍ରାବଣ…

ଦୁଇ ଏନଏଚ ପ୍ରକଳ୍ପର ଉଦ୍‌ଘାଟନ କଲେ ଅମିତ ଶାହ-ନବୀନ ପଟ୍ଟନାୟକ

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି: ଅମିତ ଶାହ ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗେଇ ଚାଲିଛୁ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଲୋକସେବା ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର…

ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ଫାଟିଲା ମୁଣ୍ଡ

ଉଦଳା : ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି।…