Month: August 2023

ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ମିଳିଲା ୪ ଫୁଟ୍‌ର ନାଗ

ଶିବସେନା(UBT) ମୁଖ୍ୟ ଉଦ୍ଧବ ଠାକରେଙ୍କ ଘରେ ସାପ। ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ଉଦ୍ଧାର ହୋଇଛି ୪ ଫୁଟ୍‌ର ଏକ ନାଗସାପ। ତାଙ୍କ ଘରୁ ସାପ ବାହାରିବା ପରେ ପରିବାର ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ରବିବାର ଦ୍ୱିପ୍ରହରରେ ଶିବସେନାର କର୍ମଚାରୀମାନେ ପ୍ରଥମେ…

ଉନ୍ନତ ଜୀବନଯାପନ ପାଇଁ ୟୁରୋପ ଯାତ୍ରା: ସମୁଦ୍ରରେ ଜାହାଜ ବୁଡ଼ି ୪ ମୃତ ୫୧ ନିଖୋଜ

ଟ୍ୟୁନିସ୍‌: ଟ୍ୟୁନିସ୍‌ର କେର୍କେନା ଦ୍ବୀପକୁ ଘେରି ରହସଥିବା ସମୁଦ୍ରରେ ପ୍ରବାସବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଜାହାଜ ବୁଡ଼ିଯିବାରୁ ଅନ୍ୟୂନ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୫୧ଜଣ ନିଖୋଜ ହୋଇଯାଇଥିବା କଥା ରବିବାର ଦିନ ‘ରଏଟର୍ସ’କୁ ଜଣେ ବିଚାର ବିଭାଗୀୟ ଅଧିକାରୀ କହିଛନ୍ତି।…

ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଅ‌ାଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆମ୍‌…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଛି। ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ୧୫ମଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକା ଆଡ଼ୁ ନିଆଁ…

ସାଂସଦ ପଦ ଫେରିପାଇଲେ ରାହୁଲ

ଲୋକସଭା ସାଂସଦ ପଦ ଫେରିପାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ୨୦୧୯ ‘ମୋଦି ସରନେମ୍’ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ରାହୁଲ ଙ୍କୁ ଦେଇଥିବା ୨ ବର୍ଷର ଜେଲ ଦଣ୍ଡାଦେଶ…

ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ। ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ। ଘଟଣା ଘଟିଛି ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାର ଡେଗୱାର ସେକ୍ଟରରେ। ରବିବାର ରାତି ପ୍ରାୟ ୨ଟା ବେଳେ କିଛି ଆତଙ୍କବାଦୀ ନିୟନ୍ତ୍ରଣ ରେଖା…

ପାକିସ୍ତାନ ରେଳ ଦୁର୍ଘଟଣା: ୩୩କୁ ବଢ଼ିଲା ମୃତ୍ୟୁସଂଖ୍ୟା, ୮୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍‌ ଏଠାରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୦ରୁ ଅଧିକ ବଗି ରେଳ ଧାରଣାରୁ ଓଲଟି ପଡ଼ିଥିବା…

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା : ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ

କନ୍ଧମାଳ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଆକ୍ସନ ମୁଡରେ ପୋଲିସ। ଭିଡିଓ ଫୁଟେଜ ଆଧାରରେ ୧୯ ଅଭିଯୁକ୍ତ ଗିରଫ । ଅନ୍ୟମାନଂକୁ ଖୁବଶୀଘ୍ର ଚିହ୍ନଟ କରାଯିବ । ଆକ୍ରମଣରେ ଗୁରୁତର ଏସଆଇଙ୍କୁ କଟକ ସ୍ଥାନାନ୍ତର କରଯାଇଛି । ଏହି ଘଟଣା ପରେ…

ବନ୍ୟା ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକର ଧୁଷୁରୀ-ହସନାବାଦ ରାସ୍ତାର ହରିହଂସ ନିକଟରୁ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିହଂସଠାରୁ କିଛି ଦୂରରେ ଯୁବକଙ୍କ ମୃତଦେହକୁ ଠାବ କରାଯାଇଥିଲା। NDRF ଏବଂ ଓଡ୍ରାଫ୍ ଟିମ୍ ମୃତଦେହକୁ ଉଦ୍ଧାର…

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ

ପୁରୀ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ। ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ ଶିକ୍ଷା,…