Month: August 2023

ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

ହାଇଦ୍ରାବାଦ୍‌: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ…

ଚନ୍ଦ୍ରପୃଷ୍ଠରେ ମାଟିର ତାପମାତ୍ରା ମାପିଲା ଚନ୍ଦ୍ରଯାନ-3

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE…

ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

ଜଳେଶ୍ୱର: ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା…

ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

ଭୁବନେଶ୍ୱର: ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।…

‘ମୋ ସ୍କୁଲ’ ନାଁ ରେ ଫେକ୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର: ଠକେଇ କରିବାକୁ ‘ମୋ ସ୍କୁଲ ଅଭିଯାନ’ ନଁାରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲିଥିଲେ। ଚାକିରି ଦେବା ନାଁରେ ବେକାର ଯୁବତୀଯୁବକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିବା ଏକ…

ଜିଏଏ ସହ ସିୟୁଟିଏମ୍‌ର ରାଜିନାମା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ (ଜିଏଏ)…

ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି…

ବିଜେଡି ନେତା କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୋପାଳ ପାଣିଗ୍ରାହୀଙ୍କୁ ବିରୋଧ କରାଯାଇଥିଲା। ଏଥିଲାଗି ଯେଉଁ ହାଇ ଡ୍ରାମା ଦେଖିବାକୁ ମିଳିଲା, ତାକୁ ନେଇ କଂଗ୍ରେସ ପ୍ରଚାର କମିଟି…

ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ

ଗୋପାଳପୁର: ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ…