Month: July 2023

ତାମିଲନାଡ଼ୁ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୮ ଜୀବନ

ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାରେ ଶନିବାର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ୧୨ରୁ ଅଧିକ ଲୋକ…

ଉତ୍ତରପ୍ରଦେଶର ପର୍ଶୁରାମେଶ୍ୱରପୁର ମହାଦେବ ମନ୍ଦିର: ଦର୍ଶନ କଲେ ପୁରଣ ହୁଏ ମାନସିକ

ଉତ୍ତରପ୍ରଦେଶ: ଶ୍ରାବଣ ମାସ ରେ ପ୍ରତ୍ୟେକ ସୋମବାରରେ କାଉଡ଼ିଆମାନେ ଜଳାଭିଷେକ କରିବାକୁ ଆସିଥାନ୍ତି। ତେବେ କେବଳ ସୋମବାର ନୁହେଁ, ଶ୍ରାବଣ ମାସର ପ୍ରତ୍ୟେକ ଦିନର ସ୍ୱତନ୍ତ୍ର ରହିଛି।…

ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ବସ୍ ମାଲିକଙ୍କ ବିରୋଧରେ କଟିବ ଇ-ଚାଲାଣ

ଏଣିକି ମହିଳା ଯାତ୍ରୀଙ୍କୁ ଯଦି କୌଣସି ବସ କର୍ମଚାରୀ ପ୍ରଥମେ ପାସେଞ୍ଜର ଭାବେ ଉଠାଇବାକୁ ବାରଣ କରିବେ, ସଂପୃକ୍ତ ବସ୍ ମାଲିକ ଗଣିବେ ଜରିମାନା। ବସର ପ୍ରଥମ…

ନବଙ୍କୁ ରାସ୍ତାରୁ ହଟାଇବାକୁ ପୂର୍ବରୁ ଦୁଇ ଥର ଉଦ୍ୟମ କରିଥିଲା ଗୋପାଳ

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ପଲିଗ୍ରାଫ ଟେଷ୍ଟରେ ଗୋପାଳ କହିଛି ଗୋଟି ଗୋଟି ସତ । ପ୍ରତିଶୋଧ ନେବାକୁ ହତ୍ୟା । ପ୍ରିପ୍ଲାନ୍‌ଡ ମର୍ଡର…

ପୁଣି ଝୁଲିଲା ମହାପ୍ରଭୁଙ୍କ ବନକଲାଗି ନୀତି ନିଷ୍ପତ୍ତି

ପୁରୀ:ଝାଉଁଳି ଗଲାଣି ମହାପ୍ରଭୁଙ୍କ ଶ୍ରୀମୁଖ । କେବେ ହେବ ଶୃଙ୍ଗାର..କେବେ ଝଲସିଉଠିବ ସେ କଳାବଦନ ? ଏମିତି ଆଶା ଆଉ ଆଶଙ୍କା ଭିତରେ ଥିବା ଭକ୍ତଙ୍କୁ  ଲାଗିଛି…

ସାମ୍ବାଦିକ ସମ୍ମିଳନୀରେ ମୁହାଁ ମୁହିଁ ହେଲେ ସିନେ ପ୍ରଯୋଜକ

ଭୁବନେଶ୍ବର: ଉତ୍କଳ ସିନେ ଚାମ୍ବର ଅଫ କମର୍ସରେ ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ପ୍ରଯୋଜକ । ସଂଘ ଟୁଟୁ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲା ।…

ସାଇମୁନ୍-୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ନେଇ ଆରମ୍ଭ ହୋଇଛି ସାଇମୁନର ଏକାଦଶ ସଂସ୍କରଣ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି…

ଓଏସଏସସି ପ୍ରଶ୍ନପତ୍ର ଲିକର ଗୁମର ଖୋଲିଲା ମାଷ୍ଟରମାଇଣ୍ଡ: ଯାଞ୍ଚ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଛନ୍ତି ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ  । ସାମ୍ନାକୁ ଆସିଛି ବିଶାଲଙ୍କ କଳାକାରନାମା ।…

ନିଖୋଜ ନାବାଳକର ମିଳିଲା କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ, ରାଗରେ ପୋଲିସ ଗାଡି ଜାଲିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୋଳ: ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ବଳି…