Month: June 2023

ବାହାନଗାରେ ଟ୍ରେନ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ ଓ SRCଙ୍କ ସମେତ ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ବହୁ ମୃତାହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା।…

ମାଲକାନଗିରି ୪ ଓ ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ମାଲକାନଗିରିରେ ୪ ଓ ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।…

ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: ପୋଲିସ କବ୍‌ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍‌ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି…

କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍‌କୁ ଭୁବନେଶ୍ୱର ସମ୍ପ୍ରସାରଣ ଦାବି, ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ

ଜୟପୁର: ପ୍ରତିଦିନ ରାତ୍ରରେ ଜୟପୁର ଦେଇ ଯିବା ଆସିବା କରୁଥିବା କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ କରିବାକୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଦାବି ପତ୍ର ମଞ୍ଚ ପକ୍ଷରୁ ବିଶାଖାପାଟଣା ଡିଆରଏମ…

ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ସମଗ୍ର ରାଜ୍ୟରେ ଦିନବେଳା ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୨୪…

ଛତିଶଗଡ଼ ପାଣି ନଛାଡ଼ିବା ଘଟଣା ଟ୍ରିବ୍ୟୁନାଲ ଜାଣିଛନ୍ତି ଓ ଦେଖିଛନ୍ତି, ସେ ଅନୁସାରେ ନିଷ୍ପତ୍ତି ନେବେ: ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ମହନଦୀ ଟ୍ରିବ୍ୟୁନାଲ ଟିମ ଆସି ରାଜ୍ୟର ୯ଟି ଜିଲ୍ଲା ବୁଲି ଅନୁଧ୍ୟାନ କରିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଯାହା ପୂର୍ବ ନିର୍ଦ୍ଧାରିତ ଥିଲା, ତାହା ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ପ୍ରଶ୍ନ ପଚାରିବାକୁ ସମୟ ଦେଇଛନ୍ତି।…

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।…

ମିସନ ଶକ୍ତି ସ୍କୁଟର ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର: ସୁଜାତା କାର୍ତ୍ତିକେୟନ୍‌

ଭୁବନେଶ୍ବର: ମିସନ ଶକ୍ତି ସ୍କୁଟର ଯୋଜନା ଅଧୀନରେ ସ୍ବୟଂ ସହାୟକ ଗ୍ରୁପ (ଏସ୍‌ଏଚ୍‌ଜି) ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର ବୋଲି ମିସନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ କହିଛନ୍ତି। ଏସ୍‌ଏଲ୍‌ବିସିର ୧୭୧ତମ ବୈଠକ ଅବସରରେ…

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ଅନେକ ଯାତ୍ରୀ ମୃତାହତ ଆଶଙ୍କା; ଉଦ୍ଧାର କାର୍ଯ୍ୟ ଆରମ୍ଭ, ହେଲ୍‌ପଲାଇନ୍‌ ନମ୍ବର ଜାରି

ବାଲେଶ୍ବର: ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌…