Month: June 2023

ଭାରତରେ ବିଶ୍ବକପ ଖେଳିବାକୁ ପାକିସ୍ତାନ ମନା କରୁ : ମିଆଁଦାଦ୍

କରାଚୀ : ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ପାକିସ୍ତାନ କ୍ରିକେଟ…

ଦିଲ୍ଲୀ ପୁଲିସ ଓ ଏଫବିଆଇର ମିଳିତ ଅପରେସନ, ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ (ଏଫବିଆଇ) ସହ ମିଶି ଚୋରା ଚାଲାଣ କରୁଥିବା ଏକ ଅନ୍ତର୍ଜାତୀୟ ସିଣ୍ଡିକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ । ଏହି ଅପରେସନରେ ଆମେରିକୀୟ ନାଗରିକଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଅନ୍ତର୍ଜାତୀୟ…

ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରସିଦେଲେ ରୁଷି ସୁନକ

ଲଣ୍ଡନ : ଭାରତୀୟ ‘ବରଫି’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ । କିଛି ଦିନ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଏକ…

ରବି ସିହ୍ନା RAWର ନୂଆ ମୁଖ୍ୟ

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ। ସୋମବାର ତାଙ୍କର ଏହି ନୂଆ ନିଯୁକ୍ତି ଉପରେ ବାଜିଛି କ୍ୟାବିନେଟ ଆପଏଣ୍ଟମେଣ୍ଟସ୍ କମିଟିର ମୋହର। ତାଙ୍କୁ…

ବିବାଦରେ ‘ଆଦିପୁରୁଷ’, ମନୋଜଙ୍କୁ ସୁରକ୍ଷା ଯୋଗାଇଲା ପୁଲିସ

ମୁମ୍ବାଇ : ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ବଢୁଥିବା ବେଳେ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିର ଶୁକ୍ଳାଙ୍କ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମନୋଜ ମନ୍ତଶିର…

କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ: ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନ ପରିଷଦ ଉପନିର୍ବାଚନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ପୂର୍ବରୁ ବିଜେପିରେ ଥିବା ଜଗଦୀଶ ଶେଟ୍ଟାରଙ୍କୁ ବିଧାନସଭା ନିର୍ବାଚନ…

ନୀତୀଶ କୁମାରଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଜୀତନ ରାମଙ୍କ ଦଳ

ପାଟନା : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରୁ ଆଜି ସମର୍ଥନ ପ୍ରତ୍ୟାହାର କରି ନେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)। ଜୀତନ ରାମଙ୍କ ପୁଅ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ସତ କହିଲେ ବିଜେଡିକୁ କଷ୍ଟ ହେଉଛି: ବିଜେପି

ଭୁବନେଶ୍ୱର : ଗଣତନ୍ତ୍ରରେ ଏକ ବିଧି ବ୍ୟବସ୍ଥା ଅଛି । ଯେଉଁ ବିଧି ବ୍ୟବସ୍ଥା ଆଧାରରେ ଆମେ ସମସ୍ତେ ବାନ୍ଧି ହୋଇଛନ୍ତି। ଏହାକୁ ଯିଏ ଉଲ୍ଲଂଘନ କରେ, ତାହା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ । ଓଡ଼ିଶାରେ ବିଧି ବ୍ୟବସ୍ଥାକୁ…

ରଥରେ ଶେଷ ସ୍ପର୍ଶ: ତିନି ରଥର କନାମଣ୍ଡଣି ଆରମ୍ଭ

ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଦିନ ଜଳଯନ୍ତ୍ରରେ ପାର୍ଶ୍ବ ଦେବଦେବୀ ଓ ଶିଖର ଡମ୍ବରୁ ଲାଗିବା ଶେଷ ହୋଇଛି। କେବଳ ପ୍ରଭା ଲାଗିବା ବାକି ଥିବା ବେଳେ ଏହାର ରଙ୍ଗ କାର୍ଯ୍ୟ ଜାରି…

କୁଜଙ୍ଗରେ ଚାଞ୍ଚଲ୍ୟ: ଉନ୍ମତ୍ତ ଯୁବକର ଆକ୍ରମଣରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ, ଅଭିଯୁକ୍ତ ଥାନାରେ ଅଟକ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଚାଞ୍ଚଲ୍ୟ। ଜଣେ ଉନ୍ମତ୍ତ ଯୁବକର ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ତିନିଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢେ ୭ଟା ବେଳେ ସ୍ଥାନୀୟ ଏକ୍ସପ୍ରେସ…