Month: June 2023

ଡିଜିଟାଲ ସାକ୍ଷରତାକୁ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ

ଓଡିଶାର ଗ୍ରାମାଞ୍ଚଳର ଡିଜିଟାଲ ସାକ୍ଷରତାର ନିମ୍ନସ୍ତର ଗ୍ରାମ୍ୟବାସୀଙ୍କ ପାଇଁ ଏକ ବୃହତ ଆହ୍ଵାନ ଅଟେ। ଶିକ୍ଷାର୍ଥୀ, ଶିକ୍ଷକ ଏବଂ ମଧ୍ୟମ ବୟସ୍କଙ୍କ ସହିତ ଜନସଂଖ୍ୟାର ଏକ ବୃହତ ଅଂଶ ଅଧିକ ଭାବରେ ପ୍ରଭାବିତ ହୋଇଥାନ୍ତି। ଫଳସ୍ୱରୂପ, ଏହା ଓଡିଶା ଗ୍ରାମବାସୀଙ୍କ ସାମାଜିକ,…

ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇବ ଡ୍ରୋନ

କନ୍ଧମାଳ: କନ୍ଧମାଳରେ ଓଡ଼ିଶାର ପ୍ରଥମ ‘ସ୍ୱାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱାର୍କ’ ଉଦଘାଟିତ ହୋଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରି ସେଗୁଡ଼ିକର ସମୀକ୍ଷା କରିଛନ୍ତି । ଫୁଲବାଣୀଠାରେ ସାଂସଦ ଡ. ସାମନ୍ତ…

ଅଫିସ୍‌ରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ଅଫିସ୍‌ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ। ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ

ବାଲେଶ୍ୱର: ବାଲେଶ୍ୱରରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପାଣ୍ଡିଆନ । ମିଶନ ଶକ୍ତି ବଜାର ବୁଲିବା ସହ ମିଶନ ଶକ୍ତି ମା’ ମାନଙ୍କ ସହ…

ବିଶ୍ୱାସ ଓ ଆଶ୍ଚର୍ଯ୍ୟର ଶୈବ କ୍ଷେତ୍ର ଯାଜପୁରର ତ୍ରିଲୋଚନେଶ୍ୱର

ଯାଜପୁର : ବିଶ୍ୱାସ ଓ ଆଶ୍ଚର୍ଯ୍ୟର ଶୈବ କ୍ଷେତ୍ର ଯାଜପୁରର ତ୍ରିଲୋଚନେଶ୍ୱର। କିମ୍ବଦନ୍ତୀ କହେ ପାତାଳପୁରିରୁ ଏହି ଗୁପ୍ତ ବାଟ ଦେଇ ୯ହାତ ଦେଉଳରେ ୧୮ ହାତ କାଳୀ ଓ ପଶ୍ଚିମମୁଖା ଶିବ ତ୍ରିଲୋଚନେଶ୍ୱରଙ୍କୁ ଦର୍ଶନ ଲାଗି ଆସୁଥିଲା ମହୀରାବଣ। ଏଠାରେ…

ବିଜେଡିକୁ ଘାରିଛି ଗୋଷ୍ଠୀ କନ୍ଦଳ ଭୟ: ୭୯ ଆସନ ପାଇଁ ଦଳୀୟ ନେତାଙ୍କୁ ଆଗୁଆ ଗ୍ରୀନ ସିଗନାଲ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଶାସକ ବିଜେଡି ଏବେ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ଓ ଦଳଡିଆଁ ଉପରେ ନିୟନ୍ତ୍ରଣ ନିମନ୍ତେ ଅଧାରୁ ଅଧିକ ବିଧାନସଭା ଆସନରେ ଆଗୁଆ ଦଳୀୟ ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ ଦେଇଛି…

ଅସିତଙ୍କ ଫୋକସରେ ଟିଟିଲାଗଡ଼, ଆଶଙ୍କାରେ ଟୁକୁନି

ଭୁବନେଶ୍ବର : ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଏବେ ଘନଘନ ବଲାଙ୍ଗିର ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିଦ ହଜାଇ ଦେଇଛି । ଆଗାମୀ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା କିମ୍ବା…

ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ୨୦୧୨ ବ୍ୟାଚ୍ ଆଇଏଏସ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଶ୍ରୀ ପ୍ରଧାନ ଏବେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଭାବେ…

ରତ୍ନ ସିଂହାସନ ଖାଲି ଥିବାରୁ ଚାଲିଛି ଗର୍ଭଗୃହରୁ ନାଟ ମଣ୍ଡପ ଯାଏଁ ଯାଞ୍ଚ

ପୁରୀ : କେମିତି ଅଛି ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପର ଅବସ୍ଥା? କାହା ସ୍ଥିତି ଦୁର୍ବଳ ହୋଇଛି? କେଉଁଠି ଦରକାର ମରାମତି? ଏହାର ଯାଞ୍ଚ କରିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ASI, ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ବୈଷୟିକ…

ଟ୍ରକକୁ ଧକ୍କା ଦେଲା ପିସିଆର, ୫ ପୋଲିସ୍‌ କର୍ମଚାରୀ ଆହତ

ବୌଦ୍ଧ : ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପିସିଆର । ପାଞ୍ଚ ପୋଲିସ୍‌ କର୍ମଚାରୀ ଆହତ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଟ୍ରକକୁ ଖୁବ୍‌…