ଭୁଶୁଡ଼ିଲା ବ୍ରିଟିଶ ଅମଳର ବାହୁଦା ନଦୀ ବ୍ରିଜ୍, ଯାତାୟାତ ଠପ୍
ବ୍ରହ୍ମପୁର: ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍ । ଇଚ୍ଛାପୁର ନିକଟରେ ଥିବା ପୁରାତନ ବାହୁଦା ନଦୀ ବ୍ରିଜ ଭୁଶୁଡ଼ି ପଡ଼ିଛି । କେହି ଆହତ ହୋଇନଥିବା ସୂଚନା ମିଳିଛି। ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ…