Month: May 2023

ପ୍ରତିଟି ଗାଁ ଓ ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ କ୍ଷମତାକୁ ଆସିବା ପରେ ବଜରଙ୍ଗ ଦଳକୁ ନିଷିଦ୍ଧ ଘୋଷଣା କରିବାର ପ୍ରତିଶୃତି ଦିଆଯିବା ପରେ ବିଜେପି ଏବେ ଅଲଗା ରଣନୀତି ଆପଣାଇଛି | ରାଜ୍ୟର ପ୍ରତ୍ୟେକ ଗ୍ରାମ ତଥା ପ୍ରତ୍ୟେକ ମନ୍ଦିରରେ…

ଅରୁଣାଚଳ ନିକଟରେ ଶକ୍ତିଶାଳୀ ରାଡାର ଲଗାଇଲା ଚୀନ

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ଲଗାତାର ନିଜର ସାମରିକ ଭିତ୍ତିଭୂମି ବଢ଼ାଇଚାଲିଛି । ଗତ ଡିସେମ୍ବରରେ ତୱାଙ୍ଗରେ ପ୍ରବେଶ କରିବାକୁ ବିଫଳ ଉଦ୍ୟମ ପରେ ଚୀନ୍ ପୁଣି ଥରେ ନିଜର ପ୍ରକୃତ ରୂପ ଦେଖାଇଛି ।…

ମେ’ ମାସରେ ପୁଣି ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ୱର : ମେ’ ମାସରେ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ଖରା ଦିନିଆ ସାଇକ୍ଲୋନ୍‌ ? ଫନୀ, ଅମ୍ଫନ, ୟସ ଓ ଅସାନୀ ପରେ ଏବର୍ଷ ସମ୍ଭାବ୍ୟ ବାତ୍ୟା ମୋଖାର ସମ୍ଭାବନା ବଢ଼ିଛି । ଏଥର…

ସମ୍ଭାବ୍ୟ ବାତ୍ୟାକୁ ନେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର : ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗ…

ଝାରସୁଗୁଡା ଉପନିର୍ବାଚନ: ପ୍ରଚାର ମୈଦାନରେ ସବୁ ଦଳର ପ୍ରାର୍ଥୀ

ଝାରସୁଗୁଡ଼ା : ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍‌ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ…

ମଦୁଆର ହାତଗୋଡ଼ ବାନ୍ଧି ପୋଲିସ୍ ଜିମା ଦେଲେ ମହିଳା

ନବରଙ୍ଗପୁର: ମଦ୍ୟପଙ୍କୁ ମହିଳାଙ୍କ “ପେଣ୍ଟଟେଡ୍ ମେଡ଼ିସିନ” । ମଦ ପିଇଲେ କିମ୍ବା ମଦ ରାନ୍ଧିଲେ ମହିଳା ଙ୍କ ଦ୍ୱାରା ନିଆଯିବ କାର୍ଯ୍ଯାନୁଷ୍ଠାନ l କାର୍ଯ୍ଯାନୁଷ୍ଠାନ ଏପରି ହେବ ଯେ ମଦ୍ୟପ ଜଣକ ଆଉ କେବେ ମଦ ପିଇବାକୁ ସାହସ କରିବ ନାହିଁ।…

ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ଜମି ପଜେସନ୍‌ ଗ୍ୟାଙ୍ଗର କିଙ୍ଗପିନ୍‌ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍‌ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ…

ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ । ଏଥିପାଇଁ ଆଜିଠାରୁ ଅଗ୍ରୀମ ଟିକେଟ ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଆସନ୍ତା ଜୁନ୍‌ ୩ ତାରିଖରୁ…

ଓଲଟିଲା ଗୋରୁ ବୁଝେଇ ପିକଅପ ଗାଡି, ୪ ଗୋରୁ ମୃତ

ସୋର : ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ଓଲଟି ୪ ଗୋରୁ ମୃତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ…

ବିଶ୍ୱର ଟେଷ୍ଟ ମାନ୍ୟତାରେ ନଂ ୧ ସ୍ଥାନ ପାଇଲା ଟିମ୍‌ ଇଣ୍ଡିଆ, ବାଲୁକା କଳାରେ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଚ୍ଛା । ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଟେଷ୍ଟ ମାନ୍ୟତା ପାଇଛି ଟିମ୍‌ ଇଣ୍ଡିଆ । ଏନେଇ ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।…