Month: May 2023

ପଶ୍ଚିମବଙ୍ଗରେ ବ୍ୟାନ ହେଲା କେରଳ ଷ୍ଟୋରି

କୋଲକାତା : ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ…

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଦେଖି ଆଶ୍ଚର୍ଯ୍ୟ ହେଲେ ଶରଦ ପାୱାର

ମୁମ୍ବାଇ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ପ୍ରଚାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏନସିପି ସଭାପତି ଶରଦ ପାୱାର। ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ଧାର୍ମିକ ସ୍ଲୋଗାନ ଦେଇଥିବାରୁ ଶରଦ ପାୱାର ଏପରି କହିଛନ୍ତି। ନିର୍ବାଚନ…

ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି: ସୌମ୍ୟରଞ୍ଜନ

ଭୁବନେଶ୍ବର : ମନ୍ତ୍ରୀମାନେ ସରକାରୀ ନିଷ୍ପତ୍ତି ଘୋଷଣା କରୁନାହାନ୍ତି। ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି। ତାହାହେଲେ ସେହି ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରେ କିପରି ଅଛନ୍ତି? ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଆଲୋଚନାଚକ୍ରରେ…

ମେ’ ତୃତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର : ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା…

ଚାକିରି ଦେବାକୁ କହି କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ, STF ହାତରେ ଧରାପଡିଲା ନକଲି ଭିଜିଲାନ୍ସ SP

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ STF ହାତରେ ଧରାପଡିଲା ଠକ । ଭିଜିଲାନ୍ସ SP ବୋଲି ପରିଚୟ ଦେଇ କରୁଥିଲା ଭାଣ୍ଡାମି । ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଦେଉଥିଲା ଖୋଲାଖୋଲି ଧମକ । ASO ଚାକିରି ଦେବାକୁ କହି ଲୁଟିଛି ଟଙ୍କା । ସରକାରୀ…

ଓଡିଶାରେ କଳାପାହାଡିଆଙ୍କ ଶାସନ ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା: ଝାରସୁଗୁଡା କୋଲାବିରାରେ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଝାରସୁଗୁଡା ଏକ ଐତିହାସିକ ମାଟି, ସେ ଜନ୍ମ ନେତୃତ୍ୱ ତିଆରୀ କରିଥାଏ । ସ୍ୱର୍ଗୀୟ ହେମାନନ୍ଦ ବିଶ୍ୱାଳ…

ଘୂର୍ଣ୍ଣିବଳୟ ୮ରେ ଲଘୁଚାପରେ ପରିଣତ ହୋଇ ୯ରେ ନେବ ବାତ୍ୟାର ରୂପ: ଆଇଏମ୍‌ଡି

ଭୁବନେଶ୍ୱର/ ନୂଆଦିଲ୍ଲୀ: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୮ ତାରିଖରେ ଏହି…

୫ ହାଇୱେ ଲୁଟେରା ଗିରଫ ପରେ କୋର୍ଟ ଚାଲାଣ

ବାଲେଶ୍ୱର : ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି…

ଦୀପାଳିଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର…

ସରକାରୀ କର୍ମଚାରୀଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ବିଜେଡି ଲଗାଇଛି, ଫେରାଦ ହେଲା ବିଜେପି

ଝାରସୁଗୁଡ଼ା ଉପନିର୍ବାଚନରେ ସରକାରୀ ମହିଳା କର୍ମଚାରୀଙ୍କୁ ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବିଜେପି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ବିଜେଡିର…