Month: May 2023

ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ‌ରେକର୍ଡ

ଭୁବନେଶ୍ବର: ଗରମ ଓ ଗୁଳୁଗୁଳିରେ ଦେହମୁଣ୍ଡ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦେହରୁ ଝାଳ ଶୁଖୁନି କି ଘରେ କିମ୍ବା ବାହାରେ କେଉଁଠି ବି ଶାନ୍ତି ନାହିଁ। ତଣ୍ଟି ବାରମ୍ବାର ଶୁଖିଯାଉଛି। ଖରାରେ ୫ ମିନିଟ୍‌ ରହିଲେ, ଅଚେତ ହେବା ଭଳି ଲାଗୁଛି। ୩…

ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧ୍ୟାନରେ ବସିଲେ ୫ ଟି ସଚିବ

ମୋହନା: ଦୁଇ ଦିନିଆ ଗଜପତି ଜ଼ିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ବୁଧୁବାର ସକାଳ ୮ଟା ସମୟରେ ଚନ୍ଦ୍ରଗିରି ଏମ୍. ଟି. ସି. ଏସ୍ ବଙ୍ଗଳାରୁ କାର୍ ଯୋଗେ ଜିରାଙ୍ଗ ସ୍ଥିତ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚିଥିଲେ ୫ଟି ସଚିବ ଭି.…

ଝାରସୁଗୁଡ଼ା ଉପନିର୍ବାଚନ: ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ବର/ଝାରସୁଗୁଡ଼ା: ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ…

ମହୁମାଛି ଦଂଶନରେ ଜଣେ ମୃତ, ୧୯ ଗୁରୁତର

ନିଆଁ ଜାଳିବା କାଳ ହେଲା। ନିଆଁ ଧୂଆଁରେ ଉଗ୍ର ହୋଇ ଉଠିଲେ ମହୁମାଛି। ପରେ ଗୋଡ଼ାଇ ଗୋଡ଼ାଇ ଯାହାକୁ ପାରିଲେ, ତାକୁ ଦଂଶିଲେ। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।…

ଆଦିବାସୀ ତୁଷ୍ଟୀକରଣ ନା ନେତାଙ୍କ ଥଇଥାନ ଚିନ୍ତା: ୨୪କୁ ବଢ଼ିବ ଏସଡିସି ଜିଲ୍ଲା, ୧୪ରେ ମେଗା ଶୋ’

ଭୁବନେଶ୍ବର : ଦୀର୍ଘ ୫ ବର୍ଷ ଧରି ଆଦିବାସୀ ଉପଦେଷ୍ଟା ପରିଷଦକୁ ପଙ୍ଗୁ କରି ପକାଇ ରଖିଥିବା ଶାସକ ବିଜେଡି ଆସନ୍ତା ସାଧାରଣ ନିର୍ବାଚନକୁ ଆଖିରେ ରଖି ସ୍ୱତନ୍ତ୍ର ବିକାଶ ପରିଷଦ ବା ସ୍ପେଶାଲ ଡେଭଲପମେଂଟ କାଉନସିଲ(ଏସଡିସି) ଜିଲ୍ଲା ସଂଖ୍ୟାକୁ ୯ରୁ…

ବାଗେଶ୍ୱର ଧାମରୁ ନିଖୋଜ ହେବାରେ ଲାଗିଛନ୍ତି ଭକ୍ତ, ୪ମାସରେ ୨୧ଜଣ ହେଲେଣି ନିଖୋଜ !

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ବାଗେଶ୍ୱର ଧାମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ନିଜର ମନୋସ୍କାମନା ପୂରଣ କରିବାକୁ ଦେଶ ତଥା ବିଶ୍ବର ଲୋକମାନେ ପ୍ରତିଦିନ ବାଗେଶ୍ୱର ଧାମରେ ​​ପହଞ୍ଚୁଛନ୍ତି। ସପ୍ତାହର ମଙ୍ଗଳବାର ଏବଂ ଶନିବାର ଦିନ ଅଧିକ…

ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଏକଦିବସୀୟ ବିଶ୍ୱକପ୍

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ…

କର୍ଣ୍ଣାଟକ ନିର୍ବାଚନ : କିଙ୍ଗମେକର୍ ହେବ କି ଜେଡିଏସ୍ ?

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହେବ । ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ୍ ବାହୁଡ଼ା ମତାମତ ବା ଏକଜିଟ୍ ପୋଲ ପ୍ରକାଶ ପାଇଛି…

ରାଜସ୍ଥାନରେ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପ ଲଞ୍ଚ କଲେ ମୋଦି, ସ୍ୱାଗତ କଲେ ଗେହଲଟ

ଜୟପୁର : ଆଉ କିଛି ମାସ ପରେ ଭୋଟ ଦେବ ରାଜସ୍ଥାନ। ଏହାପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁସ ହେଉଥିବା ରାଜସ୍ଥାନରେ ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାଜସ୍ଥାନର ନାଥଦୱାରାରେ ରୋଡ ଶୋ’ କରିବା ସହ ୫,୫୦୦ କୋଟି…

ଡିଏମକେ ଫାଇଲ୍ସ ପାଇଁ ତାମିଲନାଡୁ ବିଜେପି ମୁଖ୍ୟଙ୍କ ନାଁରେ ମାନହାନୀ କେସ୍‌

ଚେନ୍ନାଇ : ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଅଡ଼ୁଆ ବଢ଼ିଛି। ସେ ଜାରି କରିଥିବା ତଥାକଥିତ ଡିଏମକେ ଫାଇଲ୍ସ ପାଇଁ ତାଙ୍କ ନାଁରେ ମାନହାନୀ କେସ୍‌ କରିଛନ୍ତି ତାମିଲନାଡୁ ସରକାର। ଆନ୍ନାମଲାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜାଣିଶୁଣି ଅପମାନିତ…