Month: May 2023

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇହେବ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ…

ଆମେରିକାରେ ‘ମୋହବତ କି ଦୁକାନ୍’ ଖୋଲିବେ ରାହୁଲ ଗାନ୍ଧି, କଂଗ୍ରେସ ଜାରି କଲା ପୋଷ୍ଟର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଚଳିତ ମାସ ଶେଷ ଆଡକୁ ୧୦ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ରାହୁଲ ମଇ ୩୦ରେ ସାଣ୍ଟା କ୍ଲାରାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ…

ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ…

ହ୍ବାଟ୍‌ସଆପ୍‌ ଡିିପିରୁ ଫିଟିଲା ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଗୁମର

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଚୋରି କରି ଖସି ଯିବାକୁ ବସିଥିବା ଜଣେ ଗୃହ ସହାୟିକାଙ୍କୁ ତାଙ୍କ ହ୍ବାଟ୍‌ସଆପ୍‌ ଡିପି ଧରା ପକାଇଦେଇଛି। କେବଳ ସେତିକି ନୁହେଁ, ଏହି ଗୋଟାଏ ଡିପି ପାଇଁ ୫୦…

ହିରୋସୀମାରେ ମୋଦୀଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ହିରୋସିମା: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଭେଟିବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତା ପରସ୍ପରକୁ…

ମିଳିତ ଜାତିସଂଘ ମହାସଭା କକ୍ଷରେ ଅଭିଭାଷଣ ରଖିଲେ ଡକ୍ଟର ପିକେ ମିଶ୍ର

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମହାସଭା କକ୍ଷରେ ପୂର୍ଣ୍ଣକାଳୀନ ଅଧିବେଶନ ସମୟରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ରୂପରେ ଡକ୍ଟର ପି.କେ ମିଶ୍ର ଅଭିଭାଷଣ ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ଭାରତରେ ଆମେ, ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରସଙ୍ଗକୁ ସର୍ବାଧିକ…

୭.୭ ତୀବ୍ରତାର ଭୂକମ୍ପ ଝଟକା ପରେ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ : ବଡ଼ଧରଣର ଭୂମ୍ପର୍କରେ ଥରିଛି ନ୍ୟୁ କାଲେଡୋନିଆର ଲୟାଲଟୀ ଦ୍ୱୀପପୁଞ୍ଜର ଦକ୍ଷିଣପୂର୍ବ ପ୍ରାନ୍ତ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପ ଝଟକା ପରେ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି। ଆମେରିକା ଜେଓଲୋଜିକାଲ ସର୍ଭେ(ୟୁଏସ୍‌ଜିଏସ୍‌)…

ମଇ ୨୮ ନୂଆ ସଂସଦଭବନର ଉଦ୍‌ଘାଟନ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍‌ଡିଂକୁ ଉଦଘାଟନ କରିବେ। ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ…

ସୁପ୍ରିମକୋର୍ଟରେ ବିହାର ସରକାର ନିରାଶ: ବନ୍ଦ ରହିବ ଜାତିଭିତ୍ତିକ ଜନଗଣନା

ନୂଆଦିଲ୍ଲୀ : ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା। ରାଜ୍ୟରେ ଚାଲି ପାରିବ ନାହିଁ ଜାତିଭିତ୍ତିକ ଜନଗଣନା। ବିହାର ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରୁଥିବା ବେଳେ ଏହା ଉପରେ ପ୍ରଥମେ ପାଟନା ହାଇକୋର୍ଟ ରୋକ ଲଗାଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର…

ବଢିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁଆ

ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ସିବିଆଇ ତାଙ୍କ…