ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଲୋକାର୍ପିତ: ପୁରୀରୁ ଭୁବନେଶ୍ୱରକୁ ଭଡ଼ା ୭୮୫ଟଙ୍କା
ଭୁବନେଶ୍ବର : ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଆସନ୍ତା ୨୦ତାରିଖରୁ ନିୟମିତ ଚାଲିବାକୁ ଥିବା ଏହି ଟ୍ରେନରେ ବିଭିନ୍ନ ସୁବିଧା ଓ ଏହାର…