ମୁଁ ୧୩୫ ଆସନକୁ ନେଇ ସନ୍ତୁଷ୍ଟ ନୁହେଁ : ଶିବକୁମାର
ବେଙ୍ଗାଲୁରୁ : କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ ବଡ ବୟାନ ଦେଇଛନ୍ତି । ବେଙ୍ଗାଲୁରୁରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ଏବେଠାରୁ ପ୍ରତ୍ୟେକ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା…