Month: May 2023

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯୋରକଣି ଗାଁର ଏକ କୂଅରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୌତୁକ ପାଇଁ ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କ…

ନଦୀ ଆର ପାରି ଚାଷ ଜମିକୁ ଯାଉଥିଲେ, ଫେରିଲେନି

ଯାଜପୁର : ବ୍ରାହ୍ମଣୀ ନଦୀର ଆର ପାର୍ଶ୍ୱରେ ଥିବା ଚାଷ ଜମିକୁ ଯାଉଥିଲେ। ହଠାତ୍‌ ନଦୀରେ ପାଣି ବଢ଼ି ଯାଇଥିଲା। ଯେଉଁଥିଲେ ଚାଷୀ ଜଣକ ଭାସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର…

ଆଉ ଆକାଉଣ୍ଟକୁ ଯିବନି, ହିତାଧିକାରୀଙ୍କ ହାତରେ ଦିଆଯିବ ଭତ୍ତା ଟଙ୍କା

ଆସନ୍ତା ଜୁନ ମାସରୁ ବନ୍ଦ ହେବ DBT ମୋଡ୍‌। ମଧୁବାବୁ ପେନସନ୍‌ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ। ପ୍ରତି ମାସରେ ୧୫ ତାରିଖରେ ଏହି ଭତ୍ତା ଦିଆଯିବ।…

ସତ ଓଗାଳିବା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

ଭୁବନେଶ୍ବର : ଓଡ଼ିଶା ସିମ୍‌ ପାକିସ୍ତାନ ରେ ଅପରେଟ୍‌ ଘଟଣାର ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା ଏସଟିଏଫ୍‌। ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଲାଗି ରିମାଣ୍ଡରେ ନେଇ ପଚରା ଉଚରା କରିବା ପାଇଁ STFକୁ କୋର୍ଟ ଅନୁମତି ଦେଇଛନ୍ତି।…

ଛାଇ-ଆଲୁଅ ଖେଳ; ଦୁଇ ମିନିଟ୍‌ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର

ଭୁବନେଶ୍ୱର: ଛାଇ-ଆଲୁଅର ଅଦ୍ଭୁତ ଖେଳ। ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇ ଗଲା। ଦୁଇ ମିନିଟ୍‌ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର। ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା।…

ରାଜଧାନୀରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍। ସୂଚନା ଅନୁଯାୟୀ,…

ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ।…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗଙ୍କ ବୋହୂ ଅଦ୍ରିଜା, ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ କହିଲେ ପୁଷ୍କର ସିଂ ଧାମୀ

ଡେରାଡୁନ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି। ବାସ୍ତବରେ ଅଦ୍ରିଜା ମଂଜରୀ ହେଉଛନ୍ତି ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ | ତେବେ ପରିବାରରେ ଲାଗିଥିବା ଝଗଡା…

ତାପମାତ୍ରା: ୪୦ ଡିଗ୍ରି ଉପରେ ରାଜ୍ୟର ୧୪ ସହର; ସମ୍ବଲପୁରରେ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ

ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟର ଜନତା ଛଟପଟ ହେଉଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବା ବେଳେ ପବନର ବେଗ ଖୁବ୍‌ ମନ୍ଥର ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦…

ନୂଆ ମନ୍ତ୍ରୀ ହେବେ ବିକ୍ରମ, ସୁଦାମ ମାରାଣ୍ଡି ଓ ସାରଦା

ଭୁ‌ବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ,…