ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ: ଆର୍ଏସ୍ଏସ୍ ସଦସ୍ୟଙ୍କୁ କରିଥିଲେ କୌରବଙ୍କ ସହ ତୁଳନା
ନୂଆଦିଲ୍ଲୀ: ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ରାହୁଲ ଚଳିତବର୍ଷ ଜାନୁଆରି ମାସରେ ଭାରତ ଯୋଡ଼ୋ ଯାତ୍ରା ସମୟରେ…