Month: April 2023

ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ବର : ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି…

ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କଲେ 5T ସଚିବ

କଟକ: ଫାଇଭ ଟି ସଚିବଙ୍କ ସାଲେପୁର ଗସ୍ତ । ସକାଳ ୫ଟା ସମୟରେ ମଧୁବାବୁଙ୍କ ଜନ୍ମ ପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ପାଗା ସତ୍ୟଭାମାପୁର୍‌ରେ ପହଞ୍ଚି ଥିଲେ । ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିବା ସହ ବୁଲି ଦେଖିଛନ୍ତି…

ସଞ୍ଜୟ ରାଉତଙ୍କୁ ଏକେ ୪୭ରେ ଉଡ଼ାଇ ଦେବାକୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌

ମୁମ୍ବାଇ : ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛି। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଞ୍ଜୟ ରାଉତଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କୁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଭଳି…

ଚେନ୍ନାଇକୁ ଚିତ୍‌ କରି ବିଜୟରୁ ଅଭିଯାନ ଆରମ୍ଭ କଲା ଗୁଜରାଟ

ଅହମ୍ମଦାବାଦ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ୫ ୱିକେଟରେ ମହେନ୍ଦ୍ର ସିଂହ…

ରାମନବମୀରେ ହିଂସା ପାଇଁ ମମତା ଦାୟୀ: ବିଜେପି

କୋଲକାତା : ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଜେପି ଏଥିରେ ସନ୍ତୁଷ୍ଟ ନୁହେଁ। ହିଂସାର…

ଗୁଜରାଟ ହାଇକୋର୍ଟଙ୍କ ରାୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି: କେଜ୍ରିୱାଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, ଗୁଜରାଟ ହାଇକୋର୍ଟଙ୍କର ଗତକାଲି ଅର୍ଡ଼ର ଆସିଛି।…

ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ : ଆକାଶରେ ପକ୍ଷୀ ସହ ମାଡ଼ ହେଲା ବିମାନ। ବିମାନ ଉଡ଼ାଣ ପରେ ପକ୍ଷୀ ସହିତ ଧକ୍କା ହୋଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମଳିଛି। ଆଜି ଦିଲ୍ଲୀ ବିମାନ ବନ୍ଦରରେ ଏହି ଅଘଟଣ ଘଟିଛି।…

ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦ୍‌ ନିକଟରେ ଗୈରିକ ପତାକା ଲଗାଇ ୪ ଗିରଫ

ମଥୁରା: ରାମ ନବମୀ ଶୋଭାଯାତ୍ରା ବେଳେ ଜମାଲ୍‌ ମସ୍‌ଜିଦ୍‌ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କାରଣରୁ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ଗୁରୁବାର ଦିନ ରାମ ନବମୀ ଶୋଭାଯାତ୍ରା ଯିବା ବେଳେ ସେମାନେ ଉକ୍ତ…

୨୦୦୮ ଜୟପୁର ସିରିଏଲ୍‌ ବିସ୍ଫୋରଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିବ ରାଜସ୍ଥାନ

ଜୟପୁର: ୨୦୦୮ ଜୟପୁର ସିରିଏଲ୍‌ ବିସ୍ଫୋରଣ ମାମଲାର ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ରାଜସ୍ଥାନ ସରକାର ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ‘ସ୍ପେସାଲ୍‌ ଲିଭ୍‌ ପିଟିସନ୍‌’ (ଏସ୍‌ଏଲ୍‌ପି) ଦାଏର କରିବେ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଏପ୍ରିଲ୍‌ ୯ରେ କୋଲାର୍‌ ରାଲିରେ ଉଦ୍‌ବୋଧନ ଦେବେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ଏପ୍ରିଲ୍‌ ୯ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କୋଲାର୍‌ରେ ହେବାକୁ ଥିବା ରାଲିରେ ଉଦ୍‌ବୋଧନ ଦେବେ ବୋଲି କଂଗ୍ରେସ ପାର୍ଟି ତରଫରୁ ସୂଚନା ମିଳିଛି। ଏହାଛଡ଼ା, ଏପ୍ରିଲ୍‌ ୧୧ ତାରିଖ…