Month: April 2023

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ…

ଶଙ୍କରାଚାର୍ଯ୍ୟ ଭାରତର ସାଂସ୍କୃତିକ ଚେତନାର ପ୍ରତୀକ: ଚକ୍ରଧର ତ୍ରିପାଠୀ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩ ଏପ୍ରିଲ ୨୭ ତାରିଖରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ପରିସରରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨୩୫ତମ ଜୟନ୍ତୀ ବିଶ୍ୱବିଦ୍ୟାଳୟର ଭାଷା ବିଦ୍ୟାଳୟ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର…

ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସି ଅଧ୍ୟକ୍ଷ

ଭୁବନେଶ୍ବର : ଆଉ ଜଣେ ଓଡ଼ିଆ ଏକ ପ୍ରତିଷ୍ଠିତ ଅନୁଷ୍ଠାନର ନେତୃତ୍ବ ନେବାକୁ ଯାଉଛନ୍ତି । ସେ ହେଉଛନ୍ତି ସିଦ୍ଧାର୍ଥ ମହାନ୍ତି । ତାଙ୍କୁ ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେ ଏବେ ଏଲଆଇସିର…

ବରିଷ୍ଠ ନାଗରିକଙ୍କୁ ମିଳିବନି ଟ୍ରେନ ଟିକେଟ୍ ରିହାତି, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟ ଉପରେ ଦିଆଯାଉଥିବା ରିହାତିକୁ ପୁନଃ ଲାଗୁ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଦେଶର କୋଟି କୋଟି ବୟସ୍କ ରେଳ ଯାତ୍ରୀଙ୍କ ପାଇଁ ଏକ…

ଏସିଆ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ

ଦୁବାଇ: ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି‌ ରେଡ୍ଡୀ ପ୍ରବେଶ…

ସହିଦ ୧୦ ଯବାନଙ୍କ ମଧ୍ୟରୁ ୫ ଜଣ ପୂର୍ବରୁ ଥିଲେ ନକ୍ସଲ, ଆତ୍ମସମର୍ପଣ ପରେ ମିଳିଥିଲା ଚାକିରି

ଦାନ୍ତେୱାଡ଼ା: ଗତ ୨୬ ତାରିଖରେ ଛତିଶଗଡ଼ର ‌ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍‌ଲା କରିଥିଲେ ମାଓବାଦୀ। ଦାନ୍ତେୱାଡ଼ା ଜିଲ୍ଲାର ଅରନପୁର ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରଣ କରି ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଆଉ ଘଟଣାସ୍ଥଳରେ…

ଅତୀକ, ଅସରଫକୁ ଆମ୍ବୁଲାନ୍ସରେ ନନେଇ କାହିଁକି ଚଲେଇ ଚଲେଇ ନିଆଯାଉଥିଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : ଦୁର୍ଦ୍ଦାନ୍ତ ମାଫିଆ ଅତୀକ ଅହମ୍ମଦ ଓ ଅଶରଫ ହତ୍ୟା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ହୋଇଥିବା ଅତୀକର ପୁଅ ଅସଦର ଏନକାଉଣ୍ଟରକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ସତ୍ୟପାଠ…

ଦିଲ୍ଲୀ ପୁଲିସ ଉପରେ ଭରସା ନାହିଁ, ବ୍ରଜଭୂଷଣଙ୍କ ବିରୋଧରେ ଦୁର୍ବଳ ଏଫଆଇଆର ଦାଖଲ କରିପାରେ : କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ଯୌନ ନିର୍ଯାତନା ବିରୋଧରେ ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନଙ୍କ ଆବେଦନର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଛି । ଏହାପରେ ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ଏକ…

ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’

ରାୟପୁର : ‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ…

ଖଡ଼ଗେଙ୍କ ବିଷାକ୍ତ ସାପ ମନ୍ତବ୍ୟ ପରେ ବିଜେପି କହିଲା- ସୋନିଆ ହେଉଛନ୍ତି ବିଷ କନ୍ୟା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଜେପି- କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ଭାଷଣବାଜି କରିବାର ମଉକାକୁ ହାତ ଛଡ଼ା କରୁ ନାହାନ୍ତି।…