Month: April 2023

୪ ଦିନ ହେଲା ନିଖୋଜା ଥିଲା ପୁଅ, ଶେଷରେ ମିଳିଲା ମୃତଦେହ

୪ ଦିନ ହେଲା ନିଖୋଜା ଥିଲା ପୁଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ପାଇଲେ ପୁଅର କ୍ଷତବିକ୍ଷତ ମୃତଦେହ। ଏହା ଦେଖି ପରିବାର ଲୋକେ ମୁଣ୍ଡ ପିଟି କାନ୍ଦୁଥିବା ବେଳେ ହତ୍ୟା ପଛର କାରଣ ସ୍ପଷ୍ଟ…

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନପତ୍ର ଦାଖଲ

ଝାରସୁଗୁଡା : ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜିଠୁ ୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ…

ସମ୍ବଲପୁର ପଥରମାଡ଼ ଘଟଣା: ୩୬ଘଣ୍ଟିଆ ବନ୍ଦ ଡାକରା ଦେଲା ହନୁମାନ ସମନ୍ଵୟ ସମିତି

ସମ୍ବଲପୁର: ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଯାଏ ନିଜ ନିଜର ଦୋକାନ ବଜାର ବନ୍ଦ ରଖିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ…

ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ

କେନ୍ଦୁଝର : ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ । ଗିରଫ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ବନ ବିଭାଗ ଗିରଫ…

ଜୟପୁରରେ ୧୪୪ ଧାରା ଜାରି, ଦୈନିକ ୧୮ ଘଣ୍ଟା କଟକଣା

ଜୟପୁର/ଭୁବନେଶ୍ବର: ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ବୁଧବାର ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା ବେଳେ ଏହାର ପ୍ରଭାବ କୋରାପୁଟ ଜିଲ୍ଲା ଜୟପୁର ଉପରେ ପଡ଼ିଛି। ଜୟପୁରରେ ମଧ୍ୟ ସ୍ଥାନୀୟ…

ସେମିଳିଗୁଡ଼ାରେ ଡଙ୍ଗା ବୁଡ଼ି ୩ ମହିଳାଙ୍କ ସମେତ ୪ ମୃତ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ନଦୀରେ ବୁଡ଼ି ଗଲା ଦେଶୀ ଡଙ୍ଗା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ…

ବୈଦେଶିକ ମୁଦ୍ରା ବିନିମୟ ଉଲ୍ଲଂଘନ କରିଥିବାରୁ ‘ବିବିସି’ ନାଁରେ ‘ଏଫ୍‌ଇଏମ୍‌ଏ’ ମାମଲା ରୁଜୁ କଲା ‘ଇଡି’

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍‌ ଏକ୍ସଚେଞ୍ଜ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆକ୍ଟ୍‌’ (ଏଫ୍‌ଇଏମ୍‌ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ…

ଏନ୍‌କାଉଣ୍ଟର୍‌ରେ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ

ନୂଆଦିଲ୍ଲୀ: ଆଜି ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ ହୋଇଛନ୍ତି। ଡେପୁଟି ଏସ୍‌.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର…

ରାହୁଲ୍‌ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି: ଶୁଣାଣି ବେଳେ ସୁରତ ଅଦାଲତଙ୍କୁ କହିଲେ ଓକିଲ

ସୁରତ: ମୋଦୀ ସାଙ୍ଗିଆ ମନ୍ତବ୍ୟ ଯୋଗୁଁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବାରୁ ରାହୁଲ୍‌ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି ବୋଲି ଆଜି ସୁରତ ଅଦାଲତରେ ତାଙ୍କ ଓକିଲ କହିଛନ୍ତି। ଜିଲ୍ଲା ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା…

ଅସଦ ଅହମ୍ମଦର କାହାଣୀ : ୬ ମାସ ତଳେ ଅପରାଧ ସାମ୍ରାଜ୍ୟରେ ପ୍ରବେଶ କରିଥିଲା

ପ୍ରୟାଗରାଜ : ଉମେଶ ପାଲ ହତ୍ୟା କାଣ୍ଡରେ ୱାଣ୍ଟେଡ୍ ଥିବା ମାଫିଆରୁ ରାଜନେତା ପାଲଟିଥିବା ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଯେ ଅସଦ…