Month: April 2023

ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଟଙ୍କଧର ତ୍ରିପାଠୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ କହିଛନ୍ତି, କେବଳ ତାଙ୍କ ମୁଣ୍ଡ ଉପରେ ଗୁରୁ ଦାୟିତ୍ୱ ପଡ଼ିନି, ଝାରସୁଗୁଡ଼ା ଲୋକଙ୍କ…

ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫…

ବୁର୍କିନା ଫାସୋରେ ଆତଙ୍କୀ ହାମଲା; ୩୪ ସୈନ୍ୟ ସମେତ ୪୦ ମୃତ

ନୂଆଦିଲ୍ଲୀ : ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଗତ ଶନିବାର ଏକ ଆତଙ୍କୀ ଆକ୍ରମଣରେ ଜିହାଦୀମାନେ ବିଚ୍‌ ବଜାରରେ ୪୦ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୩୪ ଜଣ ସୈନ୍ୟ ଓ ୬ ଜଣ ସାଧାରଣ ନାଗରିକ ରହିଛନ୍ତି।…

ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ; ୪ ଭାରତୀୟଙ୍କ ସମେତ ୧୬ ମୃତ

ଦୁବାଇ : ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯…

ଅଭିଷେକ ବାନାର୍ଜୀଙ୍କୁ ଜେରା କରିବାକୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍କୁଲ୍‌ ଶିକ୍ଷକ ଚୟନରେ ହୋଇଥିବା ଦୁର୍ନୀତି ଉପରେ ଚାଲିଥିବା ତଦନ୍ତରେ ‘ତୃଣମୂଳ କଂଗ୍ରେସ’ର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଜେରା କରାଯାଉ ବୋଲି ‘ସିବିଆଇ’ ଓ ‘ପ୍ରବର୍ତ୍ତନ’ ନିର୍ଦେଶାଳୟଙ୍କୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌…

‘ବିଜେପିକୁ ଯିବନି ଏନସିପି, କିନ୍ତୁ ବିଧାୟକମାନେ ସେମାନଙ୍କ ନିଷ୍ପତ୍ତି ନେଇପାରିବେ’

ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ଦଳର ମୁଖପତ୍ର ସାମ୍ନାରେ ସାଂଘାତିକ ତଥ୍ୟ ଦେଇଛନ୍ତି। ଏନସିପି ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ଭିତରରେ ସାମ୍ନାରେ ଅତ୍ୟନ୍ତ ରୋଚକ କଥା ପ୍ରକାଶ ପାଇଛି। ଏପ୍ରିଲ…

କହି ସମଲିଙ୍ଗୀ ବିବାହକୁ ସୁପ୍ରିମ୍‌ କୋର୍ଟରେ ବିରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପା‌ରିବେ ନାହିଁ ବୋଲି ସମଲଙ୍ଗୀ ବିବାହକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମ୍‌…

ବିଗିଡ଼ଗଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା, ଦିଲ୍ଲୀ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ସୋମବାର ଭୋର ପ୍ରାୟ ୩ଟା ବେଳେ…

ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ

ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ଏପ୍ରିଲ୍‌ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍‌ଗେ ମଧ୍ୟ ଦର୍ଶାଇଛନ୍ତି ଯେ,…

ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ – କେ. ଅନ୍ନାମଲାଇ 

ଚେନ୍ନାଇ: ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗ ପାଇଁ କ୍ଷମାଭିକ୍ଷା କରିବା ଏବଂ କ୍ଷତିପୂରଣ ବାବଦକୁ ୫୦୦ କୋଟି ଟଙ୍କା ଭରଣା କରିବା ପାଇଁ ‘ଲିଗାଲ୍‌ ନୋଟିସ୍‌’ ପାଇବା ପରେ ଆଜି ତାମିଲନାଡୁ…