Month: April 2023

ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଥାନାରେ ସ୍ବାମୀ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଛି। ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ମୃତ ମହିଳା ଜଣକ ହେଉଛନ୍ତି ମାମା ପ୍ରଧାନ। ସୂଚନା ଅନୁସାରେ ଭରତପୁର…

ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇବାକୁ…

ବାରିପଦା ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ

ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଏପରି ତାତି ଆଗକୁ ଆହୁରି ଦୁଇଦିନ ଅନୁଭବନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଆଜି ବାରିପଦା ଓ ଝାରସୁଗୁଡାରେ ସର୍ବାଧିକ…

ଆଇନ୍‌ ବିଭାଗରେ ହଜିଗଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଫାଇଲ, ଶୀଘ୍ର ଖୋଜିବାକୁ ହେଲା ଚିଠି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି…

ଭୁଶୁଡ଼ି ପଡ଼ିଲା ଚାଉଳ ମିଲ ଛାତ, ଚାଲିଗଲା ୪ ଜଣଙ୍କ ଜୀବନ

କର୍ଣ୍ଣଲ : ହରିଆଣର କର୍ଣ୍ଣାଲ ଅନ୍ତର୍ଗତ ତାରାଓରି ସହରରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ ଚାଉଳ ମିଲ୍‌ର ଛାତ ଭୁଶୁଡ଼ି ପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ ଜଣ…

ଯୁବ କଂଗ୍ରେସ ମୁଖିଆଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଙ୍ଗକିତା ଦତ୍ତ

ଗୌହାଟି : ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଆସାମ ଯୁବ କଂଗ୍ରେସର ସଭାପତି ଅଙ୍ଗକିତା ଦତ୍ତ ଖୋଲାଖୋଲି ଭାବେ ଶ୍ରୀନିବାସଙ୍କ ବିରୋଧରେ ପ୍ରତାରଣା ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଅଙ୍ଗକିତା ହେଉଛନ୍ତି ତରୁଣ…

ନିଜର ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖର ଧାୱନ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜ୍ଜୀଙ୍କ ଠାରୁ ଅଲଗା ହେବାର ଅନେକ ଦିନ ବିତିଗଲାଣି। ଶିଖର ଓ ଆୟେଶାଙ୍କ ଏକ ପୁତ୍ର ସନ୍ତାନ ବି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ରିକେଟର ପତ୍ନୀଙ୍କ…

ମୁଁ ଦିଲ୍ଲୀରେ ଅଛି, ଚିନ୍ତା କରନି; ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍‌ସି ନେତା ମୁକୁଲ

ନୂଆଦିଲ୍ଲୀ: ମୁଁ ଦିଲ୍ଲୀରେ ଅଛି। ଚିନ୍ତା କରନି। ପୁଅ ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍‌ସି ନେତା ମୁକୁଲ।ସୋମବାର ବିଳମ୍ବିତ ରାତିରୁ ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ନିଖ‌ୋଜ ଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ।…

ଏଲଏସିକୁ ଲାଗିଥିବା ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ, ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ: ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ଥିବା ନିଜର…

ସମଲିଙ୍ଗୀ ବିବାହ ମାମଲାର ଶୁଣାଣି : କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ…