Month: April 2023

ଅଜିତ ପଓ୍ବାର ଓ ଅନ୍ୟ ଏନସିପି ନେତା ବିଜେପିରେ ମିଶିଲେ ମେଣ୍ଟରୁ ଓହରିବୁ : ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ମତଭେଦ ଦେଖାଦେଇଛି । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ସହ ହାତ ମିଳାନ୍ତି,…

‘ଆସନ୍ତା କାଲି ବଞ୍ଚିବୁ କି ନାହିଁ, ତାହା ଜାଣିନୁ’ ଉଦ୍ଧାର ପାଇଁ ନିବେଦନ କଲେ ସୁଦାନରେ ଫସିରହିଥିବା ଭାରତୀୟ

ନୂଆଦିଲ୍ଲୀ : ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ସଂଘର୍ଷ ଜାରି ରହିଛି । ଏହା ଫଳରେ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ସଂକଟ ମାଡ଼ିଆସିଛି । ସେଠାରେ ରହୁଥିବା ଭାରତୀୟମାନେ…

ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ କହିଥିବା ରାଜୁ ଭୈୟାକୁ ପୁଲିସ କଷ୍ଟଡିକୁ ନେଲା

ପ୍ରୟାଗରାଜ: ଉତ୍ତରପ୍ରଦଶରେ ଆଗକୁ ପୌର ନିର୍ବାଚନ। ଏହି ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକୁମାର ସିଂ ବା ରାଜୁ ଭୈୟାଙ୍କୁ ଏବେ ପୁଲିସ କଷ୍ଟଡିକୁ ନେଇଛି। ରାଜୁ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ ବୋଲି କହିବା ସହ ତା’ର କବରରେ…

ମୋଦୀଙ୍କୁ ଭେଟିଲେ ଆପଲ୍ ସିଇଓ ଟିମ୍ କୁକ୍

ନୂଆଦିଲ୍ଲୀ: ପ୍ରସିଦ୍ଧ ଟେକନଲୋଜୀ କମ୍ପାନି ଆପଲ୍ ସିଇଓ ଟିମ୍ କୁକ୍ ବୁଧବାରଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଶ୍ରୀ କୁକ୍ ଟ୍ୱିଟ୍ କରି ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

ଭାରତ ବିଶ୍ବର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ : ଚୀନ୍‌କୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି। ଅର୍ଥାତ ଏବେ…

୧୯୮୮ରୁ ମନ୍ଦିରରେ କାମ କରୁଥିଲେ ୨ ମୁସଲିମ, ଏବେ ସେମାନଙ୍କୁ ବିଦା କରିଦେଲେ

ଭୋପାଳା : ମଧ୍ୟପ୍ରଦେଶରେ ଥିବା ମାହିହାର ମା’ ଶାରଦା ମନ୍ଦିର ଓ ମୈହାର ଘରାନାର ପାଇଁ ପରିଚିତ। ମୈହାର ଘରାନା ସାରୋଦ ଲିଜେଣ୍ଡ ବାବା ଆଲାଉଦ୍ଦିନ ଖାନ ପ୍ରତିଷ୍ଠା କରିଥିଲେ। ଏହାର ଇତିହାସ ଅନେକ ଲମ୍ବା ଓ ରୋଚକ ଥିବା ବେଳେ…

ସମଲିଙ୍ଗୀ ବିବାହ: କେନ୍ଦ୍ରର ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ପାଇଁ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ…

ଖରା ଯୋଗୁ ଦିନ ୧୨ରୁ ୫ଟା ଯାଏ ସବୁ କାର୍ଯ୍ୟକ୍ରମ ବନ୍ଦ

ମୁମ୍ବାଇ : ପ୍ରବଳ ଖରା ଯୋଗୁ ୧୪ ଜଣ ଲୋକ ପ୍ରାଣ ହରାଇବା ପରେ ଚେତିଛନ୍ତି ସରକାର। ଏଣିକି ଦିନ ୧୨ଟାରୁ ଅପରାହ୍ନ ୫ଟା ରାଜ୍ୟରେ କୌଣସି କାର୍ଯ୍ୟକ୍ରମ ଖୋଲା ସ୍ଥାନରେ ହୋଇପାରିବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…

ଅମିତ ଶାହଙ୍କୁ ଫୋନ କରିଥିବା ପ୍ରମାଣ ମିଳିଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ କହିଲେ ଦିଦି

କୋଲକାତା : ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିକୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଟିଏମସି ଜାତୀୟ ଦଳର ମାନ୍ୟତା ପରେ ମମତା ବାନାର୍ଜୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରିଥିଲେ ବୋଲି ଅଭିଯୋଗ…

ଜାତୀୟ କ୍ୱାଣ୍ଟମ୍ ମିଶନ୍ NQMର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : କମ୍ପ୍ୟୁଟର ଟେକ୍ନୋଲୋଜିକୁ ଅଧିକ ବିକଶିତ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରିଛନ୍ତି। ଆଜି ଜାତୀୟ କ୍ୱାଣ୍ଟମ୍…