Month: April 2023

‘ଆଟମିକ୍‌ ଏନର୍ଜି କମିସନ୍‌’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର୍‌ ଅଜିତ ମହାନ୍ତି

ନୂଆଦିଲ୍ଲୀ: ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ…

ଜୋ ବାଇଡେନ୍‌ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ, ସାହସୀ କିନ୍ତୁ ଦାୟିତ୍ବହୀନ: କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ସ୍ବାକ୍ଷର କରିଥିବା ନୂଆ ଆଣବିକ ଅସ୍ତ୍ର ରାଜିନାମା ପ୍ରତି ଚେତାବନୀ ଦେବା ସହିତ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ…

କ୍ଷମତାକୁ ଆସିବା ପୂର୍ବରୁ କେଜ୍ରିୱାଲ କହିଥିଲେ ଦୁଇଟି ବଖରା ଥିବା ଘରେ ରହିବେ, ହେଲେ ଏବେ ଉଡାଇଦେଲେ ୪୫ କୋଟି ଟଙ୍କା: କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସରକାରୀ ବାସଭବନ ନବୀକରଣରେ ଅନିୟମିିତତା ‌ହୋଇଥିବା ଅଭିଯୋଗ ଆସିବା ପରେ ବିବାଦ ତେଜିବାରେ ଲାଗିଛି | କେଜ୍ରିୱାଲ ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ କରିଥିବା ବିଜେପି…

ଆଗାମୀ ଦିନରେ ଦେଶକୁ ମହାକାଶଭିତ୍ତିକ ଆକ୍ରମଣାତ୍ମକ ଅସ୍ତ୍ର ଆବଶ୍ୟକ ପଡ଼ିବ

ନୂଆଦିଲ୍ଲୀ: ଆଗାମୀ ଦିନରେ ମହାକାଶ ଯୁଦ୍ଧର ଗୁରୁତ୍ବ ବଢ଼ିବାକୁ ଥିବାରୁ ଚୀନ୍ ଏବଂ ଆମେରିକା ପରି ବିକଶିତ ରାଷ୍ଟ୍ରଗୁଡ଼ିକ ଏବେଠାରୁ ସୋମନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିକଟରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସଲ୍‌ ଭି.ଆର ଚୌଧୁରୀ କହିଛନ୍ତି ଯେ ଭବିଷ୍ୟତରେ…

ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦଶ ଦିନ ତଳେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଅତିକ୍ରମ କରି ଯାଇଥିବା ବେଳେ ଏବେ ଏହା ୬ ହଜାର ତଳକୁ ଖସି ଆସିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୫,୮୭୪ ଜଣ ନୂଆ କରୋନା…

କଂଗ୍ରେସ ସବୁବେଳେ ଗରିବଙ୍କ ପ୍ରାପ୍ୟର ୮୫% ଲୁଟ୍ କରିଥାଏ

ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ‘ବିଷାକ୍ତ ବା ବିଷଧର ସାପ’ କହିଥିବାରୁ ଏହାର ଜବାବ…

ମନ କୀ ବାତ୍‌ @100: ଓଡ଼ିଶାର ଡି ପ୍ରକାଶ ରାଓଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ କୀ ବାତ୍‌ ଆଜି ୧୦୦ତମ ଏପିସୋଡରେ ପାଦ ଦେଇଛି। ୨୦୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଶୁଣାଇବା ପାଇଁ…

ଅଭିଯୋଗ କରିଥିବା ମହିଳା ରେସଲରମାନେ ଗୋଟିଏ ପରିବାରର ଓ ଗୋଟିଏ ଆଖଡ଼ାର : ବ୍ରିଜ ଭୂଷଣ

ନୂଆଦିଲ୍ଲୀ : ନ୍ୟାୟ ପାଇଁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲମାନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ। ଗୋଟିଏ ଆଖଡ଼ା ଓ ଗୋଟିଏ ପରିବାର ବୟାନ ଉପରେ…

ଡ୍ରେନ୍‌ରୁ ବାହାରିଥିବା ବିଷାକ୍ତ ଗ୍ୟାସ ଯୋଗୁ ୧୧ ଜଣ ପ୍ରାଣ ହରାଇଥିବା ଆଶଙ୍କା

ଚଣ୍ଡୀଗଡ଼ : ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ଗିୟାସପୁରା ଅଞ୍ଚଳରେ ରବିବାର ସକାଳେ ଘଟିଥିବା ଭୟଙ୍କର ଘଟଣା ପଛରେ ଡ୍ରେନରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା

ପାଟନା : ବିହାରର ଗୟା ଜିଲ୍ଲାରେ ଘଟିଥିବା ବିଚଳିତ କରିବା ଘଟଣାରେ ପୁଲିସ୍‌ ବଡ଼ ଖୁଲାସା କରିଛି। ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ…