Month: April 2023

ସଚିନଙ୍କୁ ମିଳିପାରେ ଏହି ବଡ ଦାୟିତ୍ୱ!

ଜୟପୁର: ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି | ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ଯେ…

ନିଜର ବିଶ୍ବସ୍ତ କର୍ମଚାରୀଙ୍କୁ ୧୫୦୦ କୋଟିର ଘର ଦେଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କର ଏହି ସଫଳତା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ତାଙ୍କର ବିଶ୍ବସ୍ତ କର୍ମଚାରୀ। ମୁକେଶ ତାଙ୍କ ସମସ୍ତ କର୍ମଚାରୀଙ୍କ ସହ ଭଲ…

ସିସୋଦିଆ ଜେଲରେ, ବିଗିଡ଼ିଲା ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦ ଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆପୋଲୋ…

କେଜ୍ରିୱାଲଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି, ଘର ନିକଟରେ ଉଡ଼ିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଛି। ତାଙ୍କ ଘର ନୋ…

ପୁଲିସ୍‌ ଷ୍ଟେସନରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ

କୋଲକାତା : ପଶ୍ଚିମବଙ୍ଗରେ ହିଂସା ଥମିବାର ନାଁ ଧରୁନି। ଉତ୍ତର ଦିନାଜପୁର ଜିଲ୍ଲାର କଲିୟାଗଞ୍ଜରେ ଥିବା ଗୋଟିଏ ପୁଲିସ ଷ୍ଟେସନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ଏହି ଅଞ୍ଚଳର ଗୋଟିଏ କେନାଲରୁ ଜଣେ ଦଳିତ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାକୁ ବିରୋଧ…

ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବସାଦରେ ଅଛନ୍ତି ଦେବେନ୍ଦ୍ର – ସଞ୍ଜୟ

ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକେର) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ଠାରୁ ଜୁନିୟର ଏକନାଥ ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବଶାଦ ମଧ୍ୟରେ ରହିଛନ୍ତି।…

ଅପରେସନ କାବେରି: ପ୍ରଥମ ଦଫାରେ ସୁଦାନ ଛାଡ଼ିଲେ ୨୭୮ ଭାରତୀୟ

ସୁଦାନ : ହିଂସା ଦ୍ୱାରା ପ୍ରଭାବିତ ସୁଦାନରୁ ଅପରେସନ କେବାରି ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି। ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍‌ ସୁମେଦ୍ଧା ସାଉଦି ଆରବର ଜେଦାହ…

ଦେଶକୁ ମିଳିଲା ପ୍ରଥମ ଜଳ ମେଟ୍ରୋ: ଟିକେଟ ଦାମ ୨୦ ଟଙ୍କା

କୋଚି : ଦେଶକୁ ମିଳିଛି ପ୍ରଥମ ଜଳ ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ କୋଚି ଠାରେ ଏହାକୁ ଉଦଘାଟନ କରିଛନ୍ତି। ପୂର୍ବରୁ ଦେଶରେ କେବେ ହେଲେ ଏପରି ମେଟ୍ରୋ ସେବା ଆରମ୍ଭ କରାଯାଇ ନଥିଲା। ଏହି ଜଳ ମେଟ୍ରୋ ବା…

ପ୍ରଥମଥର ପାଇଁ ସିବିଆଇ ଚାର୍ଜଶିଟ୍‌ରେ ମନୀଷ ସିସୋଦିଆଙ୍କ ନାଁ

ନୂଆଦିଲ୍ଲୀ : ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ପୁଣି ଗୋଟିଏ ଚାର୍ଜଶିଟ୍‌ ଦାଖଲ କରିଛି। ପ୍ରଥମ ଥର ପାଇଁ ସିବିଆଇ ତା’ର ଚାର୍ଜଶିଟ୍‌ରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଅଭିଯୁକ୍ତ…

ମୋବାଇଲ ଚଳାଉଥିବା ବେଳେ ମୁହଁରେ ହେଲା ବିସ୍ଫୋରଣ, ଚାଲିଗଲା ଛାତ୍ରୀଙ୍କ ଜୀବନ

ତ୍ରିଭେନ୍ଦ୍ରମ : ପୁଣିଥରେ ମୋବାଇଲରୁ ଘଟିଛି ଅଘଟଣ । ମୋବାଇଲ ବିସ୍ଫୋରଣରେ ଯାଇଛି ଛାତ୍ରୀଙ୍କ ଜୀବନ। ଛାତ୍ରୀ ଜଣଙ୍କ ମୋବାଇଲ ଚଳାଉଥିବା ବେଳେ ଏହା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସିଧା ମୁହଁରେ ହେବାରୁ କେରଳରେ ଜଣେ ୮ ବର୍ଷୀୟ ଝିଅର ମୃତ୍ୟୁ…