ପୁରୀ ଅଗ୍ନିକାଣ୍ଡ ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ: ଫାୟାର ଡ଼ିଜି
କଟକ: ପୁରୀ ହୋଟେଲ ସମ୍ରାଟ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ଫାୟାର ଡ଼ିଜି ସନ୍ତୋଷ ଉପାଧ୍ୟାୟ। ପାଖା ପାଖି ୩୬ ଘଣ୍ଟା ପରେ ନିୟନ୍ତ୍ରଣ ହୋଇଛି ଅଗ୍ନିକାଣ୍ଡ। ଏହା ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ ଥିଲା। ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ…