୧୦ ବର୍ଷ ପରେ ବଦଳିଲେ ଚୀନର ପ୍ରଧାନମନ୍ତ୍ରୀ, ନିଜର ବିଶ୍ବସ୍ତଙ୍କୁ ପଦରେ ବସାଇଲେ ସି ଜିନପିଙ୍ଗ୍
ବେଜିଂ: ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ।…