Month: March 2023

ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ଶେଷ ହୋଇପାରେ ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।…

ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

କଟକ: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ…

ଜିଲ୍ଲାପାଳ କାମ ଛାଡି ବେପାର କରିବାରେ ବ୍ୟସ୍ତ: ଜୟନାରାୟଣ

ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ…

ବାଲେଶ୍ବରରେ ୧୦୦ ଡ୍ରାଇଭର ଗିରଫ

ବାଲେଶ୍ୱର: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍‌ଏଚ୍‌-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ…

‘ସର୍ଭେ ଶୈଳୀ’ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପହାସ: ସୁରଥ ବିଶ୍ୱାଳ

ଭୁବନେଶ୍ୱର,: “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ ସଂରକ୍ଷଣ…

ପଶ୍ଚିମା-ଝଡ଼ ପ୍ରଭାବ: ୧୮ରେ କୁଆପଥର ବର୍ଷା

ଭୁବନେଶ୍ବର: ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ କେନ୍ଦୁଝର,…

ନ୍ୟୁଜିଲାଣ୍ଡ୍‌ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ; ସୁନାମୀ ଚେତାବନୀ ଜାରି

ନୂଅ‌ାଦିଲ୍ଳୀ: ନ୍ୟୁଜିଲାଣ୍ଡ୍‌ର କରମାଡେକ୍ ଦ୍ୱୀପପୁଞ୍ଜରେ ଗୁରୁବାର ରିକ୍ଟର ସ୍କେଲ୍‌ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥା ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ପାଇଁ…

ସିସୋଦିଆଙ୍କୁ ଲମ୍ବା ସମୟ ପାଇଁ ହେପାଜତରେ ରଖିବାକୁ ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରିବାକୁ ଯୋଜନା କରୁଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଆର୍‌ସିବିର ପ୍ରଥମ ବିଜୟ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଲଗାତାର ୫ ମ୍ୟାଚ୍‌ ହାରିଯିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କନିକା ଆହୁଜା ଓ ରିଚା…

ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସମାଜସେବୀ ଗୌତମ ନବଲଖାଙ୍କ ଟ୍ରାନଜିଟ୍‌ ରିମାଣ୍ଡକୁ ରଦ୍ଦ କରିଥିବା ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କୁ ନେଇ ୨୦୧୮ରେ ପୋଷ୍ଟ କରିଥିବା ଏକ ଟୁଇଟ୍‌ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ…