Month: March 2023

ଗୁରୁଜଙ୍ଗରେ ହେବ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର

ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଧୀନ ଗୁରୁଜଙ୍ଗଠାରେ ଏକ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରାଥମିକ ଚରଣରେ ପ୍ରାୟ ୧୬ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ଦେଇଛି।…

ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ । ଛତ୍ରପୁର ଅପର ବସ୍ ଷ୍ଟାଣ୍ଡରେ ବିଜେପିର ଯୁବମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଛନ୍ତି । ଏହି ସମୟରେ ତାଙ୍କୁ…

କାର୍‌ ଇଞ୍ଜିନ ଭିତରେ ପଶିଗଲା ବାଇକ୍‌; ଛିଟିକି ପଡ଼ି ୨ ଯୁବକଙ୍କ ମୃତ୍ୟୁ

କାଲିମେଳା: ମାଲକାନଗିରି-କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ଆଜି ଏକ କାର୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣା କାରଣରୁ ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଗଙ୍ଗା କବାସୀ…

ଦାବି ପୂରଣ ନହେବା ଯାଏ ଧାରଣାରେ ବସିବେ ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘର ଅନିର୍ଦ୍ଦିଷ୍ଟ କାଳ ଲାଗି ଧାରଣା । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଏହି ଆଉଟ୍ ସୋର୍ସିଂ…

କେନ୍ଦୁଝରରେ ବାଘ ଆତଙ୍କ, ୪ଟି ମଇଁଷିକୁ ମାରି ଖାଇଲା

ସୂଚନା ଅନୂସାରେ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଗାଁର କିଛି ମଇଁଷି ଶୁକ୍ରବାର ରାତିରେ ଜଙ୍ଗଲରେ ଥିଲେ। ଏହି ମଇଁଷ ପଲରୁ ୪ଟିକୁ ବାଘ ମାରି ଦେଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗତକାଲି ସକାଳେ ବନ ବିଭାଗକୁ…

“ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନିଜଠାରୁ ଅଧିକ ବୁଦ୍ଧିମାନ ହେବାକୁ ଦିଅନ୍ତୁ ନାହିଁ” – ନାଲକୋ ସିଏମଡି

ଭୁବନେଶ୍ୱର : କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ଭାରତୀୟ ଆକାଉଣ୍ଟିଂ ଆସୋସିଏସନ୍ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗରେ “ଜଟିଳ ବ୍ୟବସାୟ ପରିବେଶରେ ଆକାଉଣ୍ଟିଂର ଭବିଷ୍ୟତ” ଉପରେ ଏକ ଜାତୀୟ ଆଲୋଚନାଚକ୍ର ହୋଇ ଯାଇଛି। ନାଲକୋ ସିଏମଡି, ସି.ଏ.…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ : ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ

୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର…

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଡ଼ାପଡାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହଳଧର ଭୋଇ । ଏହି ଘଟଣାରେ…

ନୂଆ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା । ନୂଆ ସଭାପତି ମନମୋହନ ସାମଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି । ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱାଗତ କଲେ । ଦଳୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହି…

ଖୁବ ଶୀଘ୍ର ପରସ୍ପରର ହାତ ଧରିବେ ରାଘବ-ପରିଣୀତି !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ଦେଖିବାକୁ ମିଳିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରିବା ପରେ ଏହି…