Category: ଖେଳ

ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ବସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଦିନିକିଆରେ କଲେ ୫୦ତମ ସେଞ୍ଚୁରୀ

ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ…

ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟ ଲକ୍ଷେ ଟଙ୍କାରେ ବିକ୍ରି କରି ବନ୍ଧା ହେଲେ ଯୁବକ

ମୁମ୍ବାଇ :ଆସନ୍ତାକାଲି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ତେବେ ଏହାପୂର୍ବରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଟିକେଟର କଳାବଜାରୀ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ କମ ଦାମର ଟିକେଟକୁ…

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ। ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ…

ଭାରତର ବିଶାଳ ବିଜୟ, ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା

କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ…

ଜନ୍ମଦିନରେ ବିରାଟଙ୍କ ଶତକ, ସଚିନଙ୍କ ୪୯ ଶତକର ସମକକ୍ଷ

କୋଲକାତା : ନିଜର ଜନ୍ମଦିନରେ ଭାରତର କୋଟି କୋଟି କ୍ରିକେଟପ୍ରେମୀଙ୍କ ଏକ ସ୍ମରଣୀୟ ଶତକ ଉପହାର ଦେଇଛନ୍ତି ବିରାଟ କୋହଲି । ଏହା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକର ସମକକ୍ଷ ହୋଇଛନ୍ତି ବିରାଟ । ବିରାଟଙ୍କ…

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍‌ ଗିଲ ଓ…

ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ)ରେ ଅଶାନ୍ତି ଦେଖାଦେଇଛି। ପାକିସ୍ତାନ କ୍ରିକେଟରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ…

ଇଂଲଣ୍ଡକୁ ହରାଇ ଲଗାତାର ଷଷ୍ଠ ବିଜୟ ସହ ସେମିରେ ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ବକପରେ ନିଜର ଜୟଯାତ୍ରା…

ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍‌ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ। ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ…