Category: ଖେଳ

ଆଫଗାନିସ୍ଥାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଆହତଜନିତ କାରଣରୁ…

ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ କଲେ ଡେବ୍ୟୁ କଲେ ବୈଭବ

ପାଟନା : କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାରେ ଅଛନ୍ତି। ଏହି ସଫଳତା ସହ ସେ…

ଆଇସିସି ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ବିରାଟ, ୫ମରେ ପହଞ୍ଚିଲେ ବୁମ୍‌ରା

ନୂଆଦିଲ୍ଲୀ : ନୂଆ ବର୍ଷ ୨୦୨୪ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଭଲ ଖବର ନେଇ ଆସିଛି। ୨୦୨୪ ବର୍ଷର ପ୍ରଥମ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟଙ୍କୁ ପ୍ରମୋସନ ମିଳିଛି। ସେ ଦୀର୍ଘ ମାସ ପରେ ବ୍ୟାଟିଂ…

ଆଗକୁ ପ୍ୟାରିସ ଅଲିମ୍ପିକ୍ସ, ରେସଲିଂ ଆରମ୍ଭ କରିବାକୁ ବଜରଙ୍ଗ ପୁନିଆଙ୍କ ଅନୁରୋଧ

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ତୁରନ୍ତ ଦେଶରେ ରେସଲିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିଶେଷ କରି ଅଲିମ୍ପିକ୍ସକୁ ଆଉ ୭ ମାସ ସମୟ ଥିବାରୁ ସେ ଏପରି ନିବେଦନ…

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ଯୋଗାସନ ଚାମ୍ପିୟନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଅଧିକ ପ୍ରତିଯୋଗୀ, ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ । ଏହାସହ…

ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟିରେ ବିକ୍ରି ହେଲେ

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ନୂଆ ତଥା ଐତିହାସିକ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟରେ ଜିତିଲା ଭାରତ

ପ୍ରଥମେ ବୋଲର୍ ଆଉ ପରେ ଦକ୍ଷିଣ ଆଫ୍ରିକାକୁ ଧୋଇ ଦେଲେ ବ୍ୟାଟର୍। ପ୍ରଥମ ଦିନିିକିଆରେ ଭାରତକୁ ସହଜ ବିଜୟ ମିଳିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି। ପଦାର୍ପଣ ମ୍ୟାଚ୍‌ରେ ସାଇ ସୁଦର୍ଶନଙ୍କ ବ୍ୟାଟିଂର ଚମକ ଦେଖିବାକୁ…

ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମହମ୍ମଦ୍‌ ଶାମି ଓ ଦୀପକ ଚହର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍‌ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍‌ ବୋଲର୍‌’ ମହମ୍ମଦ୍‌ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହମ୍ମଦ୍‌ ଶାମିଙ୍କୁ ‘ଟେଷ୍ଟ୍‌ ସିରିଜ୍‌’ରୁ…

ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା

ପୁରୁଣା ଫ୍ରାଞ୍ଚାଇଜକୁ ଫେରୁ ଫେରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ରୋହିତ ଶର୍ମାଙ୍କ ଦଶ ବର୍ଷର…

ଗୁଗଲ୍ ସର୍ଚ୍ଚ ହିଷ୍ଟ୍ରି; ସବୁଠୁ ଅଧିକା ଖୋଜା ହୋଇଥିବା କ୍ରିକେଟର୍ ବିରାଟ କୋହଲି

ନୂଆଦିଲ୍ଲୀ:ନିକଟରେ 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି ‘ଗୁଗଲ୍’, ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। କୋହଲି ସବୁଠୁ ଅଧିକ ଖୋଜା ହୋଇଥିବା କ୍ରିକେଟର ବୋଲି ଜଣାପଡିଛି। ଗୁଗଲ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, 25 ବର୍ଷ ମଧ୍ୟରେ ବିରାଟ…