Category: ମନୋରଞ୍ଜନ

ସନାତନ ଧର୍ମକୁ ଅପମାନିତ କରିଥିବାରୁ ରଣବୀର କପୁରଙ୍କ ନାଁ‌’ରେ ଥାନାରେ ଅଭିଯୋଗ

ମୁମ୍ବାଇ: ସନାତନ ଧର୍ମ ଓ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କାରଣରୁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ମୁମ୍ବାଇର ଘାଟକୋପର୍‌ ଥାନାରେ ଦୁଇଜଣ ଓକିଲ ଅଭିଯୋଗ ଫାଇଲ୍‌ କରିଛନ୍ତି। ସେମାନଙ୍କ ଅଭିଯୋଗ ‘ବଡ଼ଦିନ ପାଳନ’…

ଝିଅ ଶ୍ବେତା ନନ୍ଦାକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଜୁହୁସ୍ଥିତ ୫୦ କ‌ୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।…

ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ…

ବିଶ୍ୱ ସଂସ୍କୃତି ମହୋତ୍ସବରେ ପ୍ରଶଂସିତ ହେଲା ଓଡ଼ିଶୀନୃତ୍ୟ

ଭୁବନେଶ୍ୱର: ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍‌ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ । ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି…

ସାମ୍ନାକୁ ଆସିଲା ପରିଣୀତି –ରାଘବଙ୍କ ବାହାଘର ଫଟୋ

ମୁମ୍ବାଇ: ସରିଲା ଚର୍ଚ୍ଚିତ କପଲଙ୍କ ବିବାହ । ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦ୍ର ପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ…

ଅକ୍ଟୋବରରେ ମୁକ୍ତିଲାଭ କରିବ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’

ସମ୍ବଲପୁର: ସାରା ରାଜ୍ୟରେ ୨୦୧୮ ମସିହାରେ ଚହଳ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବେମା ଘଟଣା ଉପରେ ପର୍ଯ୍ୟବେଷିତ ବହୁଭାଷୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ସମ୍ବଲପୁରର ଅଇଁଠାପାଲି ସ୍ଥିତ ହୋଟେଲ ଡଲଫିନ…

ଅକ୍ଷୟ କୁମାର ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏ ନେଇ ଆଜି ସକାଳୁ ସେ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଉଦ୍‌ଘାଟିତ ହେଲା ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ…