Category: ରାଜ୍ୟ ଖବର

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟରେ ଭରାନଈ ପାର ହେଲେ ରୋଗୀ

କୋଇଡ଼ା : ନଈରେ ପୋଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ରୋଗୀଙ୍କୁ ନେବା ପାଇଁ ନଈ ଆରପଟେ ଅପେକ୍ଷା କରି ରହିଲା। ଏପଟେ ରୋଗୀଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଭରାନଈରେ…

ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମାଫିଆଙ୍କୁ କଟକ ଜିଲ୍ଲାପାଳଙ୍କ ତାଗିଦ୍

କଟକ : ସାବଧାନ ବାଲି ମାଫିଆ । ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ। କଟକ ଜିଲ୍ଲାପାଳଙ୍କ କଲେ ତାଗିଦ୍। କେବଳ ଲଘୁ ଖଣିଜ ସମ୍ପଦ ପାଇଁ ଉଦ୍ଦିଷ୍ଟ ଓ.ଏମ.ଏମ.ସି ନିୟମାବଳୀ ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମଧ୍ୟ ହେବ ଦୃଢ଼…

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ : ୨୪ ଯାଏ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ…

ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ , ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ଖୁବଶୀଘ୍ର ମାଲକାନଗିରିରୁ ଉଡ଼ିବ ଫ୍ଲାଇଟ୍ । ପୂରଣ ହେବାକୁ ଯାଉଛି ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ ।…

ପାରିବାରିକ କଳହକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ପାରିବାରିକ କଳହକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରକ୍ତାକ୍ତ…

ଡାକ୍ତରଙ୍କୁ ମାଡ଼, ଅଭିଯୁକ୍ତ ଅଟକ

ବରଗଡ଼ : ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଅଭିଯୁକ୍ତ ଅଟକ । ବରଗଡ଼ ସହର ସ୍ଥିତ ସିଏଚସିର କାର୍ଯ୍ୟରତ ଡାକ୍ତରଙ୍କୁ ଅକ୍ରମଣ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ…

ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ

ଭୁବନେଶ୍ବର: ରିଲ୍ସ ହେଲା କାଳ । ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ । ଅନୁଗୋଳ ଜିଲ୍ଲା କଣିହାଁରେ ଘଟିଛି ଅଭାବନୀୟ ଘଟଣା । ସମଲ ଥାନା ବିଲିଣ୍ତା ଗାଁର ନବମ ଶ୍ରେଣୀ ଛାତ୍ର ସୁଧାଂଶୁ ପ୍ରଧାନ ବ୍ରାହ୍ମଣୀ…

୨ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

କେନ୍ଦ୍ରାପଡା: ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ…

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ଖଣ୍ଡନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସାର (Fertilizer) ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇବା ଏବଂ କଳାବଜାରୀ (Black marketing) ରୋକିବା। ଯିଏ…