Category: ରାଜ୍ୟ ଖବର

ସଫଳତାର ସହ ସରିଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା

ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ…

ଏମକେସିଜିରେ କୋଭିଡ୍ ପଜିଟିଭ୍ ଚିହ୍ନଟ : ଆଇସୋଲେସନରେ ୫୦ ବର୍ଷୀୟା ମହିଳା

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋଭିଡ୍ ପଜିଟିଭ୍ । ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।…

ଏସସିବିରେ ରକ୍ତ ପରୀକ୍ଷା ଓ ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ରହିବେନି ରୋଗୀ, ମୋବାଇଲକୁ ଆସିବ ରିପୋର୍ଟ

କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି । ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ ।…

୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ , ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ…

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା ; ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌

ହୀରାକୁଦ: ବର୍ତ୍ତମାନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରୁଛି । ଯାହାକୁ ନେଇ ପୁଣି ଡ୍ୟାମର ଆଉ ୪ଟି…

ଭିଜିଲାନ୍ସ ଜାଲରେ ପିଇଓ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ

କଟକ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଓ ବୋନସ୍ ଟଙ୍କା କ୍ରାଇ ଦେବାପାଇଁ ୫ ହଜାର ଟଙ୍କା ଲାଞ୍ଚ…

ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟ ତମାମ ବର୍ଷା ଜାରି ରହିଥିବା ବେଳେ ଏହାରି ଭିତରେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଚଳିତବର୍ଷ ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ କମ୍‌ ହୋଇଥିଲେ ହେଁ ଏହାକୁ ଆଉ ଅଧିକ ବଢ଼ିବା ପାଇଁ…

ସାର ପାଇଁ ଅଧ ରାତିରୁ ଆରସିଏମ୍‌ଏସ୍‌ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଭିଡ଼

ସୁନ୍ଦରଗଡ଼ : ଖରିଫ ଚାଷ ଆରମ୍ଭ ହେବା ସହିତ ସୁନ୍ଦରଗଡ଼ ଜିଲାରେ ୟୁରିଆ ସାରର ଗୁରୁତର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ୟୁରିଆ ଆସିଛି ବୋଲି ପ୍ରଚାର ହେବାରୁ ସୋମବାର ରାତି ୩ଟାରୁ ସୁନ୍ଦରଗଡ଼ ଆରସିଏମ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ…

ପ୍ରବଳ ବର୍ଷା ଯୋଗୁ ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ

ପୁରୀ : ପୁରୀରେ ପ୍ରବଳ ବର୍ଷା । ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାଳଧ୍ବଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଛି । ସେହିପରି ନନ୍ଦିଘୋଷ ରଥର ମଧ୍ୟ ଦକ୍ଷିଣ ମୋଡ଼ ହୋଇପାରିନାହିଁ । ଆସନ୍ତାକାଲି…

୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ : ଭିଜିଲାନ୍ସ ଜାଲରେ ଆରଆଇ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ କାଲୋସିହିରା ସର୍କଲର ଆରଆଇ ଅନିତା ଜେନା । ଜମି ଡିମାର୍କେସନ ରିପୋର୍ଟ ଜାରି କରିବା…