Category: ରାଜ୍ୟ ଖବର

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ…

ପ୍ରକାଶ ପ୍ରଧାନ ହତ୍ୟା ମାମଲା: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ୭ ଅଭିଯୁକ୍ତଙ୍କୁ ଆଜୀବନ । ସମ୍ବଲପୁରର ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ରାୟ ପ୍ରକାଶ । ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଓ ଦୌରାଜଜ କୋର୍ଟ। ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଅଶୋକ…

ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ସହ କୁଆପଥର ବୃଷ୍ଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନରେ ଭୁବନେଶ୍ୱର ଏବଂ କଟକ ଦ୍ୱୈତନଗରୀରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି ହୋଇଛି। କଟକ (କଟକ ସହର ସମେତ), ଜଗତସିଂପୁର, ଖୋର୍ଦ୍ଧା (ଭୁବନେଶ୍ୱର…

ଗଳା କାଟି ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା

ବାଲୁଗାଁ : ଢାଵା ଭିତରେ ହତ୍ୟାକାଣ୍ଡ । ସାଥୀ କର୍ମଚାରୀ ଅଟକ । ଢାବାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟ…

ଗାଡି ଓଭରଟେକକୁ ନେଇ ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମାରିଲେ ଏସିଏଫ

ବାଲେଶ୍ଵର: ଜଙ୍ଗଲୀ ବାବୁଙ୍କ ଦାଦାଗିରି । ଗାଡି ଓଭରଟେକକୁ ନେଇ ଏସିଏଫଙ୍କ ମାଡ଼ରେ ନିଲମ୍ବିତ ଫରେଷ୍ଟ ଗାର୍ଡ ଲହୁ ଲୁହାଣ । ଦୁଇ ଆହତ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି । ବାଲେଶ୍ଵର କୁଳଡିହା ରେଞ୍ଜର ଏବଂ ACF ସୁବ୍ରତ ବେହେରାଙ୍କ…

ବଢ଼ିବନି ବିଧାୟକଙ୍କ ଦରମା, ଦରମା ବୃଦ୍ଧି ବିଲ ପ୍ରତ୍ୟାହୃତ

ଭୁବନେଶ୍ୱର : ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି,…

ଆସିଲା ୩ ବର୍ଷିଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ୱର : ଆସିଲା ନୂଆ ୩ ବର୍ଷିଆ ଅବକାରୀ ନୀତି । ୧ ଏପ୍ରିଲରୁ ଲାଗୁ ହେବ । ନୂଆ ନୀତି ଅନୁଯାୟୀ ରାଜ୍ୟରେ ନୂଆ OFF କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଏନେଇ…

ବଢୁଛି ଗ୍ୟାସ କଳାବଜାରୀ, ୩ ହଜାର ଟଙ୍କାରେ ବିକ୍ରି ହେଉଛି ସିଲଣ୍ଡର

ଭୁବନେଶ୍ୱର : ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା…

ରୋଗୀ ମୃତ୍ୟୁକୁ ନେଇ ଏସସିବିରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ଅଭିଯୋଗ

କଟକ : ରୋଗୀ ମୃତ୍ୟୁ ନେଇ କଟକ ଏସସିବିରେ ଉତ୍ତେଜନା । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ । ନେଫ୍ରୋଲୋଜି ବିଭାଗରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଭୁବନେଶ୍ୱରରୁ ଯାଇଥିବା ଜଣେ ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ…

ବେଆଇନ ଗ୍ୟାସ ରିଫିଲିଙ୍ଗ: ସିଲିଣ୍ଡରରେ ପାଣି ଭର୍ତ୍ତି କରି ବିକ୍ରି ଅଭିଯୋଗ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

କଟକ : ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା…