Category: ରାଜ୍ୟ ଖବର

ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ଶେଷ ହୋଇପାରେ ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।…

ମାଟ୍ରିକ ପରୀକ୍ଷାରେ ଅନିୟମିତତା ପରେ କାର୍ଯ୍ୟାନୁଷ୍ଠାନ: ଦୁଇ ପ୍ରଧାନ ଶିକ୍ଷକ ନିଲମ୍ବିତ

କଟକ: ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ…

ଜିଲ୍ଲାପାଳ କାମ ଛାଡି ବେପାର କରିବାରେ ବ୍ୟସ୍ତ: ଜୟନାରାୟଣ

ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ…

ବାଲେଶ୍ବରରେ ୧୦୦ ଡ୍ରାଇଭର ଗିରଫ

ବାଲେଶ୍ୱର: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍‌ଏଚ୍‌-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ…

‘ସର୍ଭେ ଶୈଳୀ’ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉପହାସ: ସୁରଥ ବିଶ୍ୱାଳ

ଭୁବନେଶ୍ୱର,: “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ ସଂରକ୍ଷଣ…

ପଶ୍ଚିମା-ଝଡ଼ ପ୍ରଭାବ: ୧୮ରେ କୁଆପଥର ବର୍ଷା

ଭୁବନେଶ୍ବର: ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ କେନ୍ଦୁଝର,…

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ: ଓଡ଼ିଶା‌ରେ ୫୭ ସେତୁ ନିର୍ମାଣ ପାଇଁ ୨୮୭ କୋଟି ମଞ୍ଜୁର

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ…

ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ପାଇଁ ଅନୁମତି ଦେଲାନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ମନା। ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ୍‌ ପୋଲିସ । ଆସନ୍ତା ୧୦ ତାରିଖରେ ପୋଲିସ କମିଶନରଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲା ସଂଘ । ଧାରଣା ଦେଲେ ଟ୍ରାଫିକ ସମସ୍ୟା…

ରାଜ୍ୟରେ ୧୧,୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ: ସମୀର ଦାସ

ଭୁବନେଶ୍ୱର: ରାଜ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ୧୧ହଜାର୯୨୯ସ୍କୁଲ ଘର । ସବୁ ଅସୁରକ୍ଷିତ ଶ୍ରେଣୀ ଘର ଭାଙ୍ଗିବାକୁ ନିର୍ଦ୍ଧେଶ ଦିଆଯାଇଛି । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ମରାମତି ପାଇଁ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

କେନ୍ଦ୍ରାପଡ଼ା : ଭୁଶୁଡ଼ିଲା ପୋଲ । କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍‌ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି,…