ମାନସିକ ରୋଗରେ ପୀଡ଼ିତ ଥିଲା ଅଭିଯୁକ୍ତ ଗୋପାଳ ଦାସ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର : ମାନସିକ ରୋଗରେ ପୀଡ଼ିତ ଥିଲା ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସ। ବାଇପୋଲାର ଡିସ୍ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ…